Latest Odisha News

BREAKING NEWS

Monthly Archives

June 2025

ବିବାହ ବନ୍ଧନରେ ବାନ୍ଧି ହେଲେ ହିନା ଖାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ହିନା ଖାନ ତାଙ୍କ ପ୍ରେମିକ ରକି ଜୟସୱାଲଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହିନା ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଫଟୋରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ହିନା ଏବଂ ରକି ପରିବାର ଓ ନିକଟତମ…

୩୫ ହଜାର ବଦଳରେ ୨ରୁ ୩ ଲକ୍ଷ ଲୋକଙ୍କ ଗହଳି; ଆରସିବିର ବିଜୟ ଉତ୍ସବରେ ଦଳାଚକଟାକୁ ନେଇ ମୁଖ୍ୟମନ୍ତ୍ରୀ… 

ନୂଆଦିଲ୍ଲୀ: ଦୀର୍ଘ ୧୮ ବର୍ଷ ର ଅପେକ୍ଷା ପରେ ଆଇପିଏଲ ରେ  ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପ୍ରଥମ ବିଜୟ ହାସଲ କରିଛି। ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ସେଲିବ୍ରେଟ କରିଛନ୍ତି କ୍ରିକେଟର। https://youtu.be/5x9rwayf1yQ?si=boESIY_QGAl-qiNe ତେବେ…

ସ୍ୱାଧୀନତା ଅର୍ଥ ସେନାକୁ ଅପମାନ କରିବା ନୁହେଁ: ଆଲ୍ହାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଭାରତୀୟ ସୈନିକଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ବୁଧବାର ଆଲ୍ହାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି। ଲକ୍ଷ୍ନୌ କୋର୍ଟ ଦ୍ୱାରା ରାହୁଲଙ୍କ…

ପ୍ରଦେଶ ଛାତ୍ର କଂଗ୍ରେସର ଗ୍ରୀନ୍ ୟୁନିଭରସିଟି ରିଭଲ୍ୟୁସନ କାର୍ଯ୍ୟକ୍ରମର ଶୁଭାରମ୍ଭ; ଲାଗିବ ୧୦ଲକ୍ଷ ବୃକ୍ଷ

ଭୁବନେଶ୍ଵର: ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଦ୍ବାରା ଦେଖାଯାଇଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା, ବଜ୍ରଘାତ ଓ ଭୂସ୍ଖଳନକୁ ଏଡାଇବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତାକୁ ଦୃଷ୍ଟି ଆଗରେ ରଖି ପ୍ରଦେଶ ଛାତ୍ର କଂଗ୍ରେସ ଦ୍ବାରା ଗ୍ରୀନ୍ ୟୁନିଭରସିଟି ରିଭଲ୍ୟୁସନ…

କୂଲଦୀପଙ୍କ ସହ ବଂଶିକାଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଭାରତୀୟ କ୍ରିକେଟ ଟିମର ଅଭିଜ୍ଞ ସ୍ପିନର କୂଲଦୀପ ଯାଦବ ସେ ଭଳି ଖାସ ପ୍ରଦର୍ଶନ କରିପାରି ନାହାନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା କୂଲଦୀପ ୧୪ ମ୍ୟାଚରେ ୨୪.୦୬ ଆଭରେଜରେ ୧୫ ୱିକେଟ ଅକ୍ତିଆର କରିଥିଲେ । ଆଇପିଏଲର ଉତେଜନାପୂର୍ଣ୍ଣ ପରିବେଶ ଅବସରରେ…

ଢେଙ୍କାନାଳରେ ୩୦୮ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିସହିତ ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ…

ଉତ୍ତର ସିକ୍କିମରେ ଭୂସ୍ଖଳନ: ଫସିଥିବା ୧୧୩ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚିଲେ ଭାରତୀୟ ସେନା, ଉଦ୍ଧାର କାର୍ଯ୍ୟ ଜାରି

ସିକ୍କିମ:ଉତ୍ତର ସିକ୍କିମରେ ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲାଚେନ ହେଉଛି ଉତ୍ତର ସିକିମର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ଭୂସ୍ଖଳନ ଯୋଗୁଁ ଏହା ମୁଖ୍ୟଭୂମିରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା। ଭାରତୀୟ ସେନା ଏକ ପାଦଚଲା ରାସ୍ତା ତିଆରି କରି ବୃଦ୍ଧ ଏବଂ…

ଟାଉନ୍‌ ଥାନା ନିକଟରୁ ଚାଷୀଙ୍କ ଡିକି ଭାଙ୍ଗି ସାଢ଼େ ୩ ଲକ୍ଷ ଲୁଟ୍‌ ଅଭିଯୋଗ

ବରଗଡ଼: ଡିକି ଭାଙ୍ଗି ଟାଉନ୍‌ ଥାନା ନିକଟରୁ ସାଢ଼େ ୩ ଲକ୍ଷ ଲୁଟ୍‌ । ବରଗଡ଼ ଟାଉନ ଥାନା ନିକଟରେ ଜଣେ ଚାଷୀଙ୍କ ସ୍କୁଟି ଡିକିରୁ ୩ ଲକ୍ଷ ୫୦ ହଜାର ଟଙ୍କା ଟଙ୍କା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ପୋଲିସରେ ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଗୌରପଡା ଅଞ୍ଚଳରେ ଏହି ଲୁଟ୍ ଘଟଣା ଘଟିଛି ।…

ଆଇପିଏଲରେ ଭୁବନେଶ୍ୱର ରଚିଲେ ଇତିହାସ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଟାଇଟଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଜିତିଛି । ଏଥିରେ ଭୁବନେଶ୍ୱର କୁମାରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ପଞ୍ଜାବ କିଙ୍ଗସ ବିପକ୍ଷ ଫାଇନାଲ ମ୍ୟାଚରେ ସେ ୩୮ ରନରେ ୨ଟି ୱିକେଟ ଅକ୍ତିଆର କରିଥିଲେ । ଭୁବନେଶ୍ୱର ଆଇପିଏଲରେ ଏକ ରେକର୍ଡ ନିଜ ନାମରେ…

ଭାରତର ଗୋଟିଏ ଝଟକାରେ ପାକିସ୍ତାନ ଧୂଳିସାତ୍ , ମାସେ ପରେ ଜଣାପଡ଼ିଲା ସତ

ଭାରତର ଗୋଟିଏ ଝଟକାରେ ସ୍ଥିତି ଏମିତି ହୋଇଛି ଯେ ଏବେ ବି ବିଳିବିଳେଉଛି ପାକିସ୍ତାନର। ପାକିସ୍ତାନକୁ ଧୂଳିସାତ କଲା ଅପରେସନ ସିନ୍ଦୂର। ଭାରତ ଯେ ଏମିତି ପ୍ରହାର କରିବ ସ୍ୱପ୍ନରେ ଭାବିନଥିଲା ଏହି ଆତଙ୍କୀ ଦେଶ । ଆଟାକର ମାସେ ପରେ ସାମ୍ନାକୁ ଆସିଛି ପାକିସ୍ତାନର କ୍ଷୟକ୍ଷତିର ହିସାବ ।…