ସିଦ୍ଧାର୍ଥ ଶୁକ୍ଳାକୁ ଆଲିଙ୍ଗନ କରି ମନେପକାଇଥିଲେ….ଆଉ ଆଜି….ଭାଇରାଲ ହେଉଛି ଶେଫାଳିଙ୍କ ଶେଷ ପୋଷ୍ଟ
ମୁମ୍ବାଇ: ଆଉ ନାହାନ୍ତି ବିଗ୍ ବସ୍ ଫେମ୍ ତଥା ବଲିଉଡ ଅଭିନେତ୍ରୀ ଶେଫାଲି ଜରିୱାଲା । ୪୨ ବର୍ଷ ବୟସରେ କାଡିଆକ୍ ଆରେଷ୍ଟରେ ତାଙ୍କର ପରଲୋକ ହୋଇଛି । ଏହାରି ଭିତରେ ଏବେ ଶେଫାଲିଙ୍କ ଏକ୍ସରେ ଶେଷ ପୋଷ୍ଟ ଭାଇରାଲ ହେଉଛି। ଏହି ପୋଷ୍ଟରେ ଶେଫାଲି ତାଙ୍କ ବିଗ୍ ବସ୍-୧୩ ବନ୍ଧୁ ସିଦ୍ଧାର୍ଥ…