Latest Odisha News

BREAKING NEWS

Monthly Archives

June 2025

ରଥଯାତ୍ରାରେ ‘ନବକଳେବର’ ଟିଜର ଆଉଟ୍; ବେଶ ପସନ୍ଦ କଲେ ଦର୍ଶକ

ଭୁବନେଶ୍ବର: ଓଡିଆ ଫିଲ୍ମ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ର ରିଲିଜ ତାରିଖ ଯେତିକି ଯେତିକି ପାଖେଇ ଆସୁଛି ଦର୍ଶକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢିବାରେ ଲାଗୁଛି । ଏଙି ସମୟ ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର ଟିଜର ରିଲିଜ କରିଛନ୍ତି । ଆଜି ପବିତ୍ର ରଥଯାତ୍ରା ଥିବା ବେଳେ ଏହାର ଦିନକ…

ଦ୍ୱିତୀୟ ଟେଷ୍ଟରେ ଖେଳି ନ ପାରନ୍ତି ବୁମରାହ

ଏଜବାଷ୍ଟନ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଦ୍ୱିତୀୟ ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ । ଏହା ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଏହି ମ୍ୟାଚରେ ଖେଳି ନ ପାରନ୍ତି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ପ୍ରଥମ ଟେଷ୍ଟରେ…

ହାଇକୋର୍ଟରୁ ଆଶାରାମଙ୍କୁ ଆଶ୍ୱସ୍ତି, ଜୁଲାଇ ୭କୁ ବଢିଲା ଜାମିନ ଅବଧି

ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଶୁକ୍ରବାର କୋର୍ଟ ୨୦୧୩ର ଏକ ଦୁଷ୍କର୍ମ ମାମଲାରେ ଆଶାରାମଙ୍କ ଅସ୍ଥାୟୀ ଜାମିନ ଅବଧିକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଶାରାମ ଏହି ମାମଲାରେ ଆଜୀବନ ସଜା କାଟୁଛନ୍ତି। ଜଷ୍ଟିସ ଇଲେଶ ଭୋରା ଏବଂ…

ମା’ ବାଘୁଣୀ ସହ ୪ ଶାବକଙ୍କ ମୃତ୍ୟୁ, ବିଷ ଦେଇ ମାରିଥିବା ସନ୍ଦେହ

ବେଙ୍ଗାଲୁରୁ; କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପାଞ୍ଚଟି ବାଘ ମୃତ ଅବସ୍ଥାରେ ମିଳିଛନ୍ତି । ଏମାନଙ୍କ ମଧ୍ୟରେ ଗୋଟିଏ ମାଆ ବାଘୁଣୀ ରହିଥିବାବେଳେ ଅନ୍ୟ ଚାରୋଟି ଛୁଆ ବାଘ ରହିଛନ୍ତି । ତେବେ କିପରି ଏତେ ବାଘଙ୍କର ଏକା ସାଙ୍ଗରେ ମୃତ୍ୟୁ…

ଆଆଇଟି ଦିଲ୍ଲୀର ନୂଆ ଆବିଷ୍କାର: ଏଣିକି ୧୮ ଦିନ ପୂର୍ବରୁ ମୌସୁମୀର ପୂର୍ବାନୁମାନ କରିବ ଏଆଇ

ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ପୂର୍ବାନୁମାନର ୮ ଦିନ ପୂର୍ବରୁ କେରଳରେ ପହଞ୍ଚିଛି। ଯେତେବେଳେକି ଦିଲ୍ଲୀରେ ବର୍ଷା ନେଇ ୟୋଲୋ ଆଲର୍ଟ ଜାରି ହୋଇଥିଲେ ମଧ୍ୟ, ବର୍ଷା ହୋଇନଥିଲା। ସେହି ସମୟରେ, ହିମାଚଳ ପ୍ରଦେଶର କୁଲୁ ଏବଂ ଧର୍ମଶାଳାରେ ବାଦଲ ଫଟା ବର୍ଷା ଯୋଗୁଁ ତାଣ୍ଡବ ରଚିଥିଲା। ଏହି…

ରଥ ଉପରେ ଛେରାପହଁରା କଲେ ଗଜପତି ମହାରାଜ

ପୁରୀ: ପବିତ୍ର ରଥଯାତ୍ରାରେ ଶୁକ୍ରବାର ଦିନ ରଥ ଟଣା ଆରମ୍ଭ ହେବା ପୂର୍ବରୁ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ଠାକୁରଙ୍କ ଛେରା ପହଁରା ନୀତି କରିଛନ୍ତି। ରାଜା ଧଳା ପୋଷାକ ପିନ୍ଧି ରୂପା ପାଲିଙ୍କିରେ ବସି ରଥ ନିକଟରେ ପହଞ୍ଚିଥିଲେ। ତା'ପରେ ସେଠାରେ ସେ ସୁନା ଝାଡୁ ରେ ତିନି…

ଯେଉଁ ବିମାନରେ ଯାତ୍ରା କରିବେ ତାହା କେତେ ପୁରୁଣା? କିପରି କରିବେ ଯାଞ୍ଚ..

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଲୋକେ ଏବେ ବିମାନରେ ଚଢ଼ିବାକୁ ଅନିଚ୍ଛୁକ। ଏହି ଦୁର୍ଘଟଣା ପରେ ଲୋକମାନେ ବହୁତ ଭୟଭୀତ ହୋଇଯାଇଛନ୍ତି। ଦୁର୍ଘଟଣା ପରେ ଲଗାତାର ଜରୁରୀକାଳୀନ ଅବତରଣ ଏବଂ ଅନେକ ଘଟଣା ଲୋକଙ୍କୁ ଭୟଭୀତ କରିଛି। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ…

ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ପ୍ରବେଶିକା ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ୨୦୨୫-୨୬ ଶିଷା ବର୍ଷରେ ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ…

୪ଶହ କିଲୋ ୟୁରାନିୟମ କେଉଁଠି ?

ନୂଆଦିଲ୍ଲୀ: ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧ ବିରତି ମଧ୍ୟରେ ଉତ୍ତର କୋରିଆକୁ ନେଇ ଡରାଇବା ଭଳି ଖବର ସାମନାକୁ ଆସିଛି । ଇରାନ ଓ ଉତ୍ତର କୋରିଆର ବିପଜ୍ଜନକ ମେଣ୍ଟକୁ ନେଇ ସତର୍କ କରାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲଟନ । ଇରାନର ସୁପ୍ରିମ ଲିଡର ଯେକୌଣସି…

ଭାଷା ବିବାଦ…ଠାକରେ ଭାଇ ଏକାଠି

ନୂଆଦିଲ୍ଲୀ: ଭାଷାକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି । ନିକଟରେ ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ସେଥିରେ ମରାଠୀ ଓ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ତୃତୀୟ ଭାଷା ଭାବେ ହିନ୍ଦୀ ପଢାଇବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ତ୍ରିଭାଷୀ…