୧୫ ଦିନରେ ହୋଇଯିବ ଭୋଟର ଆଇଡି କାର୍ଡ, ଘରେ ବସି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଯଦି ଆପଣଙ୍କୁ ୧୮ ବର୍ଷ ହୋଇଛି ଏବଂ ଭୋଟର ଆଇଡି କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାରୀ କାର୍ଯ୍ୟାଳୟର ଲମ୍ବା ଧାଡ଼ିରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସିର ଖବର। ଏବେ ଆପଣ ଅନଲାଇନରେ ଭୋଟର ଆଇଡି ପାଇଁ ଆବେଦନ କରି ମାତ୍ର ୧୫ ଦିନ ମଧ୍ୟରେ…