ଖୁଲାସା କଲେ ମହାନ ଖେଳାଳି: ଶଟ ମାରିବା ବେଳେ ପଡିବା, ପନ୍ତଙ୍କ ରଣନୀତି
ନୂଆଦିଲ୍ଲୀ: ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟିଂ ଶୈଳୀ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ଅଦ୍ଭୁତ ପ୍ରକାରର ଶଟ ଖେଳିବାକୁ ଯାଇ କେତେବେଳେ ତାଙ୍କ ହାତରୁ ବ୍ୟାଟ ଖସି ଯାଏ ତ ଆଉ କେତେ ବେଳେ ସେ ପଡି ଯାଇଥାନ୍ତି । ପ୍ୟାଡେଲ ସୁଇପ ଓ ସ୍କୁପ ଶଟ ସେ ଚମତ୍କରେ…