ଖୁବ୍ ଶୀଘ୍ର ବଜାରକୁ ଆସିବ ଟାଟା କ୍ୟାପିଟାଲର IPO
ନୂଆଦିଲ୍ଲୀ:ଏବେ IPO ବଜାର ପାଇଁ ମଧ୍ୟ ଏକ ଭଲ ଖବର ଆସୁଛି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI-Securities and Exchange Board of India) ଟାଟା ସନ୍ସର ଏକ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଟାଟା କ୍ୟାପିଟାଲ୍ର ପ୍ରାରମ୍ଭିକ ପବ୍ଲିକ୍ ଅଫରିଂ (IPO) ର ଡ୍ରାଫ୍ଟ…