ସ୍କୁଲରେ ଅଚାନକ ପହଞ୍ଚି ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ କଲେ ମନ୍ତ୍ରୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ସ୍କୁଲକୁ ଅଚାନକ ପରିଦର୍ଶନ କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯାଞ୍ଚ କରିଛନ୍ତି ଓଡ଼ିଶା ବିଧାୟକ ମନୋରଞ୍ଜନ ଦ୍ୟାନ।
ଚିକିଟି ବିଧାୟକ ଅଚାନକ ରାମଚନ୍ଦ୍ରପୁର ଜଗନ୍ନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ବୁଲି…