Latest Odisha News
Monthly Archives

June 2025

ଶ୍ରୀ ଭାଗବତ ସାର ୭୦: କିପରି ରଚିତ ହେଲା ଓଡ଼ିଆ ଭାଗବତ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଶ୍ରୀଜଗନ୍ନାଥ ଦାସ ଅନେକ ଯାଗାରେ "ପ୍ରବନ୍ଧ " ଶବ୍ଦ ବ୍ୟବହାର କରିଛନ୍ତି, ଯଦିଓ ଶ୍ରୀଜଗନ୍ନାଥ ଦାସ ସଂସ୍କୃତ ଭାଗବତ ପରି ଏକ ମହାପୁରାଣ ଅବା ମହାକାବ୍ୟକୁ ପ୍ରାକୃତ (ଓଡ଼ିଆ) ଭାଷାରେ ଅନୁବାଦ କରୁଥିଲ। କୁହାଯାଏ…

୮ ବଡ ଶିଳ୍ପକୁ ମଞ୍ଜୁରୀ ; ଢେଙ୍କାନାଳରେ ବେଦାନ୍ତ କରିବ ମେଗା ପ୍ରକଳ୍ପ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲସିଏ) ୧.୫୧ ଲକ୍ଷ କୋଟି ଟଙ୍କାର ୮ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଛି। ୮ ଶିଳ୍ପ ହେଲେ ୬୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଢେଙ୍କାନାଳ ଜିଲ୍ଲାରେ ବେଦାନ୍ତ କରିବ ମେଗା…

ଦୁର୍ଘଟଣାର ତଦନ୍ତ ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ; ଜୁନ ୧୭ରୁ କେଦାରନାଥରେ ପୁଣି ଆରମ୍ଭ ହେବ ହେଲି ସେବା

ଉତ୍ତରାଖଣ୍ଡ: ଜୁନ୍ ୧୫ ତାରିଖରେ କେଦାରନାଥ ଧାମରୁ ଗୁପ୍ତକାଶୀ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ, ଉତ୍ତରାଖଣ୍ଡ ସରକାର ହେଲିକପ୍ଟର ସେବା ପରିଚାଳନା ଉପରେ ରୋକ ​​ଲଗାଇଥିଲେ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ…

UPSC ବାହାର କଲା ୪୦୦ରୁ ଅଧିକ ପଦ, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକସେବା ଆୟୋଗ (UPSC) ବିଭିନ୍ନ ବିଭାଗରେ ୪୬୨ରୁ ଅଧିକ ପଦ ପାଇଁ ଭର୍ତ୍ତି ବିଜ୍ଞପ୍ତି ଜାରି କରିଛି। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…

ପରମାଣୁ ବୋମା ସଂଖ୍ୟା ବଢ଼ାଇଲା ଭାରତ: ପଛରେ ପଡ଼ିଲା ପାକିସ୍ତା, ଡରିଗଲା ଚୀନ !

ନୂଆଦିଲ୍ଲୀ: ଷ୍ଟକହୋମ ଇଣ୍ଟରନାସନାଲ ପିସ୍‌ ରିସର୍ଚ ଇନଷ୍ଟିଚ୍ୟୁଟ (SIPRI) ସୋମବାର ପରମାଣୁ ଅସ୍ତ୍ର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛି। SIPRI ରିପୋର୍ଟ ଅନୁସାରେ, ଭାରତ ନିଜର ପରମାଣୁ ବୋମା ଭଣ୍ଡାରରେ ନାଟକୀୟ ବୃଦ୍ଧି କରିଛି ଏବଂ ଏବେ ପାକିସ୍ତାନଠାରୁ ଅଧିକ ପରମାଣୁ…

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ୭ ଅଟକ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଲଜ୍ଜା। ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି। ଖବରମୁତାବକ, ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଜଣେ ଯୁବତୀ ଅପରାହ୍ନରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ…

ଏତେ ଗୁଳି ମାରିବି ଯେ କେହି ଚିହ୍ନିପାରିବେ ନାହିଁ; ବନ୍ଧୁକ ଦେଖାଇ ଧମକ ଦେଲେ ମହିଳା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ପେଟ୍ରୋଲ ପମ୍ପରେ ଜଣେ ଯୁବତୀ ବନ୍ଧୁକ ଦେଖାଇ ଗୁଳି ମାରିବାକୁ ଧମକ ଦେଉଛନ୍ତି। ସୂଚନା ଅନୁଯାୟୀ, ତାଙ୍କ ବାପା ଓ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଯିବାରୁ ସେ ଏପରି କରିଥିବା…

ମହିଳା ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ଅକ୍ଟୋବର ୫ରେ ମହା ମୁକାବିଲା

ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ୱକପ ୨୦୨୫ର କାର୍ଯ୍ୟସୂଚୀ ସୋମବାର ଆଇସିସି ପକ୍ଷରୁ ଜାରୀ କରାଯାଇଛି । ଅପରେଶନ ସିନ୍ଦୁର ପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଅକ୍ଟୋବର ୫ରେ ପରସ୍ପରକୁ ଭେଟିବେ । ଭାରତ ଏହି ବିଶ୍ୱକପର ଆୟୋଜକ ରହିଛି । ଏଥିଯୋଗକୁ ପାକିସ୍ତାନ ତାର…

ରାଜଧାନୀରେ ଘରର ଝରକା ଭାଙ୍ଗି ସୁନା ଗହଣା ଲୁଟ୍

ଭୁବନେଶ୍ବର:ରଜରେ ରାଜଧାନୀ ଭୁବନେଶ୍ୱର ନୀଳାଦ୍ରିବାହାର ଅଞ୍ଚଳର ଏକ ପରିବାର ପୁରୀ ବୁଲିବାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଦେଲେ ଲୁଟେରା । ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଏବଂ ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନାମୁତାବକ, ପରିବାର ଲୋକ ରଜ…

ସାବଧାନ ! ଏହି ସବୁ ଲୋନ୍ ଆପ୍ ଡିଲିଟ କରିବାକୁ କହିଲେ ସରକାର

ନୂଆଦିଲ୍ଲୀ: ଭାରତ ସରକାର ଦେଶର ସମସ୍ତ ଆଣ୍ଡ୍ରଏଡ ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ ଗୁଗଲ ପ୍ଲେ ଷ୍ଟୋରରେ ବଢୁଥିବା ଆର୍ଥିକ ଠକାମି ଆପ୍‌ଗୁଡ଼ିକ ସମ୍ପର୍କିତ। ଏହି ଆପ୍‌ଗୁଡ଼ିକ ଦେଖାଯିବାରେ ଅସଲି ଲାଗୁଥିଲେ ମଧ୍ୟ, ଏଗୁଡ଼ିକ ଉପଭୋକ୍ତାଙ୍କର…