Latest Odisha News
Monthly Archives

June 2025

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ; ବର୍ଷକ ଯାଏଁ ମାଟିରେ ପୋତା ହୋଇଥାଏ ଏହି ତେଲ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ଜ୍ୱରରେ ପୀଡିତ ଥିବା ଶ୍ରୀବିଗ୍ରହ ମାନଙ୍କ ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ଗୁପ୍ତ ଚିକିତ୍ସା ବା ଗୁପ୍ତ ସେବା ଜାରି ରଖିଛନ୍ତି । ଜ୍ୱରରେ…

ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକ ହେବେ ସଶକ୍ତ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଲୋଡ଼ିଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ  

ଭୁବନେଶ୍ବର: ଷଷ୍ଠ ରାଜ୍ୟ ଅର୍ଥ କମିଶନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ସ୍ଥାନୀୟ ନିକାୟ ସଂସ୍ଥାଗୁଡ଼ିକୁ ସଶକ୍ତ କରିବା ପାଇଁ ପରାମର୍ଶ ଲୋଡ଼ିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟ ଅର୍ଥ କମିଶନ ର ୱେବସାଇଟ୍…

ବିରାଟ କୋହଲିଙ୍କ ରହସ୍ୟମୟ ଚକୋଲେଟ: ମ୍ୟାଚ ମଝିରେ ଶକ୍ତିର ରାଜ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଫିଟନେସ ଓ ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ରୋଚକ ଖବର ସାମନାକୁ ଆସିଛି, ବିରାଟ ମ୍ୟାଚ ମଝିରେ ସେ ଖାଉଥିବା ଏକ ଖାସ ଚକୋଲେଟ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚାର…

ସତରେ ଧୋନୀ ନ୍ୟୁଜିଲାଣ୍ଡ ପଳେଇଯିବେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ଭାବେ ପରିଗଣତି ମହେନ୍ଦ୍ର ସିଂ ଧୋନୀ ନ୍ୟୁଜିଲାଣ୍ଡ ପଳେଇଯିବେ ବୋଲି ଚର୍ଚ୍ଚା ଜୋର ଧରିଛି । ବଲିଉଡର ଅଭିନେତା ଏବଂ ସ୍ୱୟଂ ଘୋଷିତ ସମୀକ୍ଷକ କମାଲ ରଶିଦ ଖାଁ ଓରଫ କେଆରକେ ଏହା କହିଛନ୍ତି । ସେ ତାଙ୍କ ଏକ୍ସ ଆକାଂଉଟରେ…

ଭୁବନେଶ୍ଵରରେ ପ୍ରତିଷ୍ଠା ହେବ ‘ଅତିଥି ଭବନ’

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରରେ ପ୍ରତିଦିନ ବିଭିନ୍ନ ସ୍ଥାନରୁ କିଛି ନ କିଛି ଉଦ୍ଦେଶ୍ୟରେ ବହୁ ସଂଖ୍ୟାରେ ଲୋକମାନେ ଯିବା ଆସିବା କରିଥାନ୍ତି। ସେହି ଅତିଥି ମାନଙ୍କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଭୁବନେଶ୍ୱରରେ 'ଅତିଥି ଭବନ'ର ନିର୍ମାଣ ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।…

ସାପକୁ ଗେଲ କରୁଥିଲେ, ହେଲେ ହଠାତ୍ ଘଟିଗଲା…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି। ଗଜରୌଲା ଥାନା ଅଞ୍ଚଳର ହାଇୱାତପୁର ଗୋସାଇଁ ଗାଁରେ ଜଣେ ବ୍ୟକ୍ତି ନିଜ ସାହସ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏକ ନାଗ ସାପ ସହ ଖେଳୁଥିବା ବେଳେ ଏକ ଅଘଟଣ ଘଟିଛି। ଏହି…

ଗୁରୁଗ୍ରାମରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ଆୟୋଜନ

ନୂଆଦିଲ୍ଲୀ: ଗୁରୁଗ୍ରାମଠାରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ପର୍ବ ଉପଲକ୍ଷେ ଉତ୍ସବର ସ୍ଥାନ ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରକୁ ଖୁବ ସୁନ୍ଦର ଭାବରେ ସଜାଯାଇ ଏକ ଛୋଟ ଓଡ଼ିଶାର ସ୍ଵରୂପ ପ୍ରଦାନ କରାଯାଇଥିଲା। ଦେଶର ଅଗ୍ରଣୀ ସାମାଜିକ ଓ…

ଆତ୍ମନିର୍ଭର ଭାରତ ଆଡ଼କୁ ଆଉ ଏକ ବଡ଼ ପଦକ୍ଷେପ: ଲଞ୍ଚ ହେଲା ‘ଅଚଲ୍’ ଜାହାଜ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ଗୋଆ ସିପୟାର୍ଡ ଲିମିଟେଡ୍ (GSL) ଆଜି ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ନିର୍ମିତ ଆଠଟି ଫାଷ୍ଟ ପାଟ୍ରୋଲ୍ ଜାହାଜ ମଧ୍ୟରୁ ଗୋଟିଏକୁ ସଫଳତାର ସହ ଉତକ୍ଷେପଣ କରିଛି। ଏହି ଜାହାଜର ନାମ 'ଅଚଲ୍' ରଖାଯାଇଛି। ପାରମ୍ପରିକ ବୈଦିକ ମନ୍ତ୍ର ମଧ୍ୟରେ କବିତା ହାରବୋଲା ଏହି ଜାହାଜକୁ…

ଭାରତୀୟ ସିନିୟର ଦଳରେ ସାମିଲ ହୋଇ ପାରନ୍ତି ହର୍ଷିତ

ଲଣ୍ଡନ: ଭାରତ ଓ ଇଂଲଣ୍ଡ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଖେଳାଳି ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ଭାରତୀୟ ସିନିୟର ଟିମ ଇଣ୍ଡିଆ ଏ ସହିତ ଏକ ଇନଟ୍ରା ସ୍କ୍ୱାଡ ମ୍ୟାଚ ମଧ୍ୟ ଖେଳିଛି । ଭାରତ ଏ ଟିମର ଇଂଲଣ୍ଡ ଗସ୍ତ…

ଖୁବଶୀଘ୍ର ‘ଓଡିଶା ଯାତ୍ରୀ’ ଆପ୍ ଜରିଆରେ କରିପାରିବେ ଆମ୍ବୁଲାନ୍ସ ବୁକ୍

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାର ଲୋକମାନେ ମୋବାଇଲ୍ ଆପ୍ 'ଓଡିଶା ଯାତ୍ରୀ' ମାଧ୍ୟମରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ରାଜ୍ୟ ସରକାର ଆମ୍ବୁଲାନ୍ସ ସେବାକୁ ଏହାର ଘରୋଇ କ୍ୟାବ୍ ଆଗ୍ରିଗେଟର୍ ଆପ୍ ସହିତ ସଂଯୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର…