Latest Odisha News

BREAKING NEWS

Monthly Archives

June 2025

ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡିବାରେ ଲାଗିଛି । ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ନିକଟରେ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା ଏବଂ ତାଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ…

ଶରୀରରେ ୟୁରିକ ଏସିଡ୍ ବୃଦ୍ଧି ପାଇଲେ ଏହି ଲକ୍ଷଣ ଦେଖାଯାଏ…

ଭୁବନେଶ୍ବର:ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ପାଇବା ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଶରୀରରେ ଦେଖାଯାଇଥାଏ । ଯଦି ଆପଣଙ୍କର ମଧ୍ୟ ଅଧିକ ୟୁରିକ୍ ଏସିଡ୍ ସମସ୍ୟା ରହିଛି , ତେବେ ସମୟ ଥାଇ ଏହାର ସ୍ତରକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆପଣ କିପରି ଜାଣିବେ…

ଶ୍ରୀ ଭାଗବତ ସାର ୬୯: ଶ୍ରୀମଦ ଭାଗବତ ମହାପୁରଣ ସରଳ ଓ ସଂସ୍କୃତ ଭାଷାରେ ଲିପିବଦ୍ଧ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ମହାପୁରଣ ସରଳ ଓ ସଂସ୍କୃତ ଭାଷାରେ ଲିପିବଦ୍ଧ ହେଲା ଏହାର ଆଦର ମଧ୍ୟ ସାଧାରଣ ଜନତାଙ୍କ ପାଖରେ ଖୁବ ରହିଲା କାରଣ ଭକ୍ତି, ଜ୍ଞାନ ଓ ବୈରାଗ୍ୟ ଭାବ ଉଦ୍ରେକକାରି ଥିଲା ଭାଗବତ "ଭକ୍ତି ଜ୍ଞାନ ବିରାଗାଣା ତଦ ଘୋଷେଣ ବଳଂ…

ସକାଳର ଜଳଖିଆ କରିବାକୁ ଭୁଲନ୍ତୁ ନାହିଁ, ନଚେତ୍ ଭୋଗିବେ..

ଭୁବନେଶ୍ବର: ସକାଳର ଜଳଖିଆ ଆମ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। କିନ୍ତୁ କିଛିଜଣ ସମୟ ଅଭାବରୁ ଜଳଖିଆ ଛାଡି ଦିଅନ୍ତି। ଆଉ କିଛି ଲୋକ ଓଜନ ବୃଦ୍ଧି ଏଡାଇବା ପାଇଁ ଜଳଖିଆ କରନ୍ତି ନାହିଁ । କିନ୍ତୁ ଧ୍ୟାନ ରଖନ୍ତୁ ଯେ, ସକାଳେ ଏକ ହେଲ୍ଥି ବ୍ରେକଫାଷ୍ଟ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ,…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କଲେ ସାଇପ୍ରସ୍‌ ରାଷ୍ଟ୍ରପତି, ଜାଣନ୍ତୁ କାହିଁକି ଏହି ଗସ୍ତ ଏତେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦୁଇ ଦିନିଆ ଗସ୍ତରେ ସାଇପ୍ରସରେ ପହଞ୍ଚିଛନ୍ତି। ସାଇପ୍ରସ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡେସ୍ ବିମାନବନ୍ଦରରେ ରେଡ କାର୍ପେଟ ବିଛାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ସାଇପ୍ରସ ଗସ୍ତରେ…

ହଇଜା ସଂକ୍ରମଣକୁ ନଜରରେ ରଖି ସପ୍ତାହ ପାଇଁ ବନ୍ଦ ରହିବ ସମସ୍ତ ହୋଟେଲ୍ ଓ ଦୋକାନ

ଯାଜପୁର:ଯାଜପୁର ସମେତ କେନ୍ଦୁଝର, ଢେଙ୍କାନାଳ, କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଡାଇରିଆ ବ୍ୟାପିଛି। ଯାଜପୁର ଜିଲ୍ଲାର କିଛି ସ୍ଥାନରେ ହଇଜା ସଂକ୍ରମଣ ବ୍ୟାପିଲାଣି। ଏହାକୁ ନଜରରେ ରଖି ବରୀରେ ୨ ସପ୍ତାହ ପାଇଁ ବନ୍ଦ ରହିବ ସମସ୍ତ ହୋଟେଲ୍। ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି…

ରଥଯାତ୍ରା ଜଗିବ AI କ୍ୟାମେରା ଓ ରକ୍ଷକ ବାହନ ; ଯାତାୟତ ପାଇଁ ବିଶେଷ ମୋବାଇଲ ଆପ୍

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏହି ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ…

ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗ: ଇସ୍କନ ଗଭର୍ଣ୍ଣିଂ ବଡି କମିଶନ ଅଧ୍ୟକ୍ଷଙ୍କୁ ଗଜପତି ମହାରାଜାଙ୍କ…

ପୁରୀ: ସାରା ବିଶ୍ଵରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ତଥା ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥିରେ ପାଳନ ସମ୍ପର୍କରେ ପଦକ୍ଷେପ ନେବାକୁ ଇସ୍କନ ଗର୍ଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷଙ୍କୁ ଆଜି ପତ୍ର ଲେଖିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ନିଜ ପତ୍ର ( ଇମେଲ୍ ମଧ୍ୟମରେ)…

ଘୂର୍ଣ୍ଣିବଳୟ ସକ୍ରିୟ: ଆସନ୍ତା ୧୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାଶର୍‌ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାନୁସାରେ, ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଦେଇଛି। ଆସନ୍ତାକାଲି…

ଅହମ୍ମଦାବାଦ ବିମାନ ଦୁର୍ଘଟଣା; ପରିବାରକୁ ମୃତଦେହ ବଦଳରେ ଦିଆଗଲା ଦୁଇଟି ମୁଣ୍ଡ…

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପିଡୀତଙ୍କ ମୃତଦେହ ସେମାନଙ୍କର ପରିବାର ବର୍ଗକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଡିଏନଏ ମାଧ୍ୟମରେ ମୃତଦେହ ଚିହ୍ନଟ କରାଯାଉଥିବା ନେଇ ବିଜେ ମେଡିକାଲ୍ କଲେଜର ଅତିରିକ୍ତ ମେଡିକାଲ୍…