Latest Odisha News

BREAKING NEWS

Monthly Archives

July 2025

ଅବୈଧ ପ୍ରେମ ପାଇଁ ହଳ କଲେ ପ୍ରେମୀ ଯୁଗଳ

ରାୟଗଡା : ଅବୈଧ ପ୍ରେମ ପାଇଁ ଲୋକହସା ହୋଇଛନ୍ତି ପ୍ରେମୀ ଯୁଗଳ । ଏପରିକି ଗ୍ରାମବାସୀ ଉଭୟଙ୍କୁ ଚାଷ ଜମିରେ ହଳ ବୁଲାଇଛନ୍ତି । ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ମାଡି ଚାଲିଛି ଏହି ଖବର । ରାୟଗଡା ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଲ୍ୟାଣସିଂପୁର ବ୍ଲକ…

‘ଅପରେସନ ସିନ୍ଦୁରରେ ଭାରତର କୌଣସି କ୍ଷତି ନାହିଁ, ବିଦେଶୀ ମିଡିଆ ମିଥ୍ୟା ଖବର ପ୍ରସାରଣ କରିଛି’

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଅପରେସନ ସିନ୍ଦୂର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । NSA ଡୋଭାଲ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ଭାରତର କୌଣସି କ୍ଷତି ହୋଇନାହିଁ । ବିଦେଶୀ ଗଣମାଧ୍ୟମ ଜାଣିଶୁଣି ମିଥ୍ୟା ଖବର ପ୍ରସାରଣ କରିଛି ଏବଂ ଭାରତର…

ବୈତରଣୀରେ ବନ୍ୟା, ଦବିଗଲା ବ୍ରିଜ

ଯାଜପୁର ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ଅଧିକ ମାତ୍ରାରେ ଆସିବାରୁ ଚଇନିପୁର ପଣସା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲର ତିନୋଟି ସ୍ପାନ ଦବି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ପୋଲ ନିର୍ମାଣ ହୋଇଥିଲା । ତେବେ ବ୍ରିଜ ଦବି ଯିବାରୁ…

କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ? ଏହା କେବେ ଆରମ୍ଭ ହେଲା ଜାଣନ୍ତୁ..

ନୂଆଦିଲ୍ଲୀ: ପ୍ରତିବର୍ଷ ୧୧ ଜୁଲାଇରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଜନସଂଖ୍ୟା ସମସ୍ୟା ଏବଂ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା। ଆଗାମୀ ସମୟରେ ବିଶ୍ୱ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ ବୋଲି ଆକଳନ…

ରାହୁଲ ଗାନ୍ଧୀଙ୍କ ରୋଡ୍ ସୋ’: ରାଜଧାନୀରେ ୫୩ ପ୍ଲାଟୁନ ଫୋର୍ସ ମୁତୟନ, ଟ୍ରାଫିକ ଆଡଭାଇଜରି ଜାରି

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ସୁରକ୍ଷା ଦୃଷ୍ଟିରୁ ଡଗ୍‌ ସ୍କ୍ବାଡ୍ ଓ ବମ୍‌ ସ୍କ୍ବାଡ୍ ଟିମ୍‌ ନିୟୋଜିତ। ବିମାନବନ୍ଦରଠାରୁ ମେଡିକାଲ୍‌ ଛକ ଯାଏଁ ରୋଡ ସୋ ହେବ। ରାହୁଲ…

ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଥାନା ଗଜବନ୍ଧ ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ମୃତକ ହେଲେ ବଲ୍ଲଭ ଖେତି। ମୃତକ ବଲ୍ଲଭ ଖେତି ଗଜବନ୍ଧର ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନର…

ହାଇଡ୍ରୋପୋନିକ୍ ଘାସ କ’ଣ? ଯାହା ବ୍ୟାଙ୍କକରୁ ହେଉଛି ଯୋଗାଣ: ମୂଲ୍ୟ ଜାଣି ହୋଇଯିବେ ତାଜୁବ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମାୟାନଗରୀ ମୁମ୍ବାଇରେ ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମୁମ୍ବାଇ କଷ୍ଟମ୍ସ ବିଭାଗ ଗତ ତିନି ଦିନ ମଧ୍ୟରେ ୩୩.୩୫ କୋଟି ଟଙ୍କା ମୂଲ୍ୟର ୩୩.୩୫୫ କିଲୋଗ୍ରାମ ହାଇଡ୍ରୋପୋନିକ୍ ୱିଡ (ଘାସ) ଜବତ କରିଛି। ଏହି…

ଶରଧାବାଲି ଦଳାଚଟକା ଘଟଣା: ୪ଘଣ୍ଟା ଧରି ସାକ୍ଷ୍ୟ ଗ୍ରହଣ କଲେ ଉନ୍ନୟନ କମିସନର

ପୁରୀ: ଶରଧାବାଲି ଦଳାଚଟକା ଘଟଣାରେ ୪ଘଣ୍ଟା ଧରି ସାକ୍ଷ୍ୟ ଗ୍ରହଣ କଲେ ଉନ୍ନୟନ କମିସନର ଅନୁ ଗର୍ଗ। ଘଟଣା ସଂପର୍କରେ ବରିଷ୍ଠ ସେବାୟତଙ୍କ ଠାରୁ ପଚାରି ବୁଝିଲେ ଉନ୍ନୟନ କମିସନର। ପୁରୀରେ ସାକ୍ଷ୍ୟ ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର, ଅନାଥ ଦାସ ମହାପାତ୍ର ଓ ଭବାନୀ ଦାସ…

ବୁକ୍ ମାଇ ଶୋ, ପିଭିଆରକୁ ବଡ଼ ଆଶ୍ୱସ୍ତି: ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ଫି ଉପରୁ ହଟିଲା ପ୍ରତିବନ୍ଧକ

ମୁମ୍ବାଇ: ଥିଏଟର ଯାଇ ସିନେମା ଦେଖିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଆଜିକାଲି ସବୁ ଅନଲାଇନ ସିଷ୍ଟମ ହୋଇଥିବାରୁ ସିନେମା ଦେଖିବା ପାଇଁ ପ୍ରାୟ ସମସ୍ତେ ଅନଲାଇନରେ ଟିକେଟ୍ ବୁକ୍ କରନ୍ତି। ଅନଲାଇନରେ ଟିକେଟ୍ ବୁକ୍ କରିବା ଆପଣଙ୍କୁ ଅଧିକ ସୁବିଧାଜନକ ଲାଗିପାରେ, କିନ୍ତୁ ଏଥିପାଇଁ…

ଜିଓକୁ ଟକ୍କର ଦେବ ଏୟାରଟେଲର ସବୁଠାରୁ ଏହି ଶସ୍ତା ପ୍ଲାନ୍, ମୂଲ୍ୟ ମାତ୍ର…

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆ ସହିତ ପ୍ରତିଯୋଗିତା କରିବା ପାଇଁ ଏୟାରଟେଲ ଏକ ନୂତନ ଶସ୍ତା ପ୍ରିପେଡ ପ୍ଲାନ୍ ଲଞ୍ଚ କରିଛି। ଏୟାରଟେଲର ନୂତନ ରିଚାର୍ଜ ପ୍ଲାନର ମୂଲ୍ୟ ୧୮୯ ଟଙ୍କା, ଏହି ପ୍ଲାନ୍ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଆପ୍ ରେ ତାଲିକାଭୁକ୍ତ କରାଯାଇଛି।…