Latest Odisha News

BREAKING NEWS

Monthly Archives

July 2025

କାହିଁକି ବିଜେଡି ଛାଡିଲେ ସୁନିତା? କହିଦେଲେ ଭିତିରି କଥା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ଶଙ୍ଖ ଛାଡି ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ଆଜି ଯୋଗ ଦେଇଛନ୍ତି। ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ…

ଓଏସସିଏସଏଲର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ଗଞ୍ଜାମର ଛତ୍ରପୁରରେ ରାଜ୍ୟ ସିଭିଲ୍ ସପ୍ଲାଏ କର୍ପୋରେସନ୍ ଲିମିଟେଡ୍ (ଓଏସସିଏସଏଲ)ର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀ (ସିସିଏସଓ)-କମ୍-ଜିଲ୍ଲା ପରିଚାଳକ ପୁଷା ମୁଣ୍ଡାଙ୍କୁ ଗିରଫ କରିଛି। ବୁଧବାର ଦିନ ପୁଷା ତାଙ୍କ ଭଡ଼ା ଘରୁ ଅଫିସ…

ରେଙ୍ଗାଲିରେ ଗାଡି ଚେକିଂ ବେଳେ କାର୍‌ରୁ ମିଳିଲା ଏକ କ୍ୱିଣ୍ଟାଲ ରୂପା ଇଟା

ସମ୍ବଲପୁର : ଆଳୁ ଖୋଳୁ ଖୋଳୁ ବାହାରିଲା ପରି ଗଞ୍ଜେଇ ଗାଡିରୁ ବାହାରିଛି ପ୍ରବଳ ମାତ୍ରାରେ ରୂପା ଇଟା । ଏକ କାର ଭିତରୁ ବିପୁଳ ପରିମାଣର ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ରେଗୁଲାର ଚେକିଂ ପରି ରେଙ୍ଗାଲିରେ ଚେକିଂ ଚାଲିଥିଲା । ଏହି ସମୟରେ ଏକ କାର ଉପରେ ସନ୍ଦେହ…

ବ୍ୟାଡମିଂଟନ ଖେଳାଳି ଜ୍ୱାଲା କାହିଁକି କହିଲେ ଅମୀରଙ୍କ ସହଯୋଗ ବିନା ମାଆ ହୋଇପାରି ନ ଥାନ୍ତି

ମାଡ୍ରାସ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବଂ ଅଭିନେତା ବିଷ୍ଣୁ ବିଶାଳ ନିକଟରେ ମାଆ, ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଦୀର୍ଘ ଦିନ ହେବ ଉଭୟ ସମସ୍ତ ପ୍ରକାର ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରୁ ନ ଥିଲେ । ଜ୍ୱାଲା ୫ରୁ ୬ଥର ଆଇଭିଏଫ ଟ୍ରିଟମେଂଟ କରି ମଧ୍ୟ…

ହାଡ଼ ଯାଞ୍ଚ ପାଇଁ ଏହି ଟେଷ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ବର:ଆମର ହାଡ଼ ଶରୀରକୁ ଆକାର ଦିଏ, ଅଙ୍ଗଗୁଡ଼ିକୁ ସୁରକ୍ଷା ଦିଏ ଏବଂ ଚାଲିବା ବୁଲିବାରେ ସାହାରା ଯୋଗାଇଥାଏ। କିନ୍ତୁ ଧୀରେ ଧୀରେ ହାଡ଼ଗୁଡ଼ିକ ଦୁର୍ବଳ ହେବାକୁ ଲାଗେ ଏବଂ ଆମେ ଏହା ଜାଣି ମଧ୍ୟ ପାରିନଥାଉ। ଯନ୍ତ୍ରଣା,ଫ୍ୟାକ୍ଚର ଭଳି ସମସ୍ୟା ଦେଖା ନହେବା ପର୍ଯ୍ୟନ୍ତ ଲୋକମାନେ ଏହାକୁ…

ଟେକ୍ସାସ ବନ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର !

ନୂଆଦିଲ୍ଲୀ: ଆମେରିକା ଟେକ୍ସାସ ବନ୍ୟାରେ ଶହେରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ବନ୍ୟା ପଛରେ ଷଡ଼ଯନ୍ତ୍ର ଥିଓରୀକୁ ନେଇ ଏବେ ଚର୍ଚ୍ଚା ହେଉଛି । କୁହାଯାଉଛି, ଏହା ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ବରଂ ମନୁଷ୍ୟକୃତ ବିପର୍ଯ୍ୟୟ। ପାଣିପାଗକୁ ଅସ୍ତ୍ର କରି ବନ୍ୟା…

ମନ୍ତ୍ରିମଣ୍ଡଳ ସଂପ୍ରସାରଣ…ପ୍ରଭାବଶାଳୀ ଗୋଷ୍ଠୀର ପକ୍ଷଛେଦନ!

ଭୁବନେଶ୍ବର: ଆଉ ଦିନ କେଇଟା ଅପେକ୍ଷା । ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ରାଜ୍ୟ ବିଜେପି ସଭାପତି ହେବା ପରେ ଏନେଇ ଇସାରା କରିଛନ୍ତି ମନମୋହନ ସାମଲ । ଏହାପରଠୁ ମନ୍ତ୍ରିମଣ୍ଡଳରୁ ବାଦ ପଡିବା ଆଶଙ୍କାରେ ଥିବା ମନ୍ତ୍ରୀଙ୍କ ହାର୍ଟବିଟ୍ ବଢିଛି । ସେପଟେ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ…

ଆଇପିଏଲ ଟିକେଟ ହେରଫେରରେ ଗିରଫ ହେଲେ ଏଚସିଏ ସଭାପତି

ହାଇଦ୍ରାବାଦ: ଆଇପିଏଲ ୨୦୨୫ ଟିକେଟ ହେରଫେରରେ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ସଭାପତି ଜଗନମୋହନ ରାଓ ଗିରଫ ହୋଇଛନ୍ତି । ତେଲେଙ୍ଗାନା ପୋଲିସ ରାଓଙ୍କ ସମେତ ଅନ୍ୟ ୪ ସିନିୟର ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି । ସେମାନେ ହେଲେ କୋଷାଧ୍ୟକ୍ଷ ସି.ଶ୍ରୀନିବାସ ରାଓ, ସିଇଓ ସୁନୀଲ କାନ୍ତେ ଓ…

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଭୁବନେଶ୍ବର: ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ। NBW ଆଧାରରେ ଗିରଫ କଲା ବଡଗଡ଼ ଥାନା ପୋଲିସ। କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ହେଲେ ଓଲିଉଡ ଅଭିନେତା। ଗିରଫଦାରୀ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ। ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା। ତେବେ…

ଆଜି ରାତି ସୁଦ୍ଧା ଡ୍ରାଇଭର୍‌ଙ୍କ ସମସ୍ୟାର ହେବ ସମାଧାନ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ। ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆସିଲା ପ୍ରତିକ୍ରିୟା। ଆଜି ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିନ୍ତି ଯୋଗାଣ ମନ୍ତ୍ରୀ। ଡ୍ରାଇଭରମାନଙ୍କ ପ୍ରାୟ ଦାବି…