ବେଆଇନ ବେଟିଂ ଆପ ମାମଲା; ଇଡି ସ୍କାନରରେ ଫସିଲେ ୨୯ ସେଲିବ୍ରିଟି
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତେଲେଙ୍ଗାନାର ୨୯ ଜଣ ତାରକାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ଅଭିନେତା, ୟୁଟ୍ୟୁବର ଏବଂ ଇନଷ୍ଟାଗ୍ରାମ ଇନଫ୍ଲୁଏନସରଙ୍କ ନାମ ସାମିଲ ରହିଛି।
ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା…