ଖୋର୍ଦ୍ଧାରେ କାୟା ମେଲାଉଛି ଝାଡ଼ାବାନ୍ତି: ଜଣେ ମୃତ, ୨୦ ଆକ୍ରାନ୍ତ
ଖୋର୍ଦ୍ଧା: ଜଟଣୀ ରାଣୀପୁରରେ ଡରାଉଛି ଝାଡ଼ାବାନ୍ତି। ଏଠାରେ କାୟା ମେଲାଉଛି ଡାଇରିଆ। ଜଟଣୀ ରାଣୀପୁରରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
ଖୋର୍ଦ୍ଧା ଜିଲା ଜଟଣୀ ବେଣାପଞ୍ଜରୀ ପଞ୍ଚାୟତ ରାଣୀପୁରରେ ଝାଡା ବାନ୍ତି ଭୟ ବଢିବାରେ…