Latest Odisha News

BREAKING NEWS

ବିଜେଡିର ମିଶ୍ରଣ ପର୍ବ: ଦଳରେ ଯୋଗଦେଲେ କଂଗ୍ରେସର ବହୁ ନେତା ଓ କର୍ମୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ବହୁ ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ତେବେ ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ ଉପସଭାପତି ରାଜଗୋପାଳ ପାଣିଗ୍ରାହୀ ଓ ପୂର୍ବତନ ବିଜେପି ରାଜ୍ୟ କିଷାନ ମୋର୍ଚ୍ଚା କୋଷାଧ୍ୟକ୍ଷ ରଘୁବୀର…

ବହୁ ସମସ୍ୟା ଭିତରେ ଚାଲିଛି ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜରେ ପାଠପଢା, ଅଧ୍ୟାପକ ନିଯୁକ୍ତି ପାଇଁ ଦାବି

ନୂଆପଡ଼ା: ପ୍ରତି କଲେଜରେ ଯୁବ ଓଡିଶା କାର୍ଯ୍ୟକ୍ରମ କରିବାରେ ଏବେ ବ୍ୟସ୍ତ ଅଛନ୍ତି ରାଜ୍ୟ ସରକାର l ହେଲେ କଲେଜ ସମସ୍ୟା ପ୍ରତି ତିଳେ ମାତ୍ର ନିଘା ନାହିଁ । ନୂଆପଡା ଜିଲ୍ଲା ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜରେ ବର୍ଷ ବର୍ଷ ଧରି ନାହାନ୍ତି ଆବଶ୍ୟକ ଅଧ୍ୟାପକ l ଖଡ଼ିଆଳ ଠାରେ ୨୦୧୬…

ଭୋଟର ସଚେତନତା: ଭବାନୀପାଟଣାରେ ‘ପଥ ଉତ୍ସବ’ ଅନୁଷ୍ଠିତ

ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା କଡ଼ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୪ ଉପଲକ୍ଷେ ପଥଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାକୁ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ…