କେତେ ବାଟ ଗଲା ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ?
ପୁରୀ: ଅନିଶ୍ଚିତତା ଭିତରେ ରହିଛି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରକଳ୍ପ କାମ । କାରଣ ପୁରୀ ବିମାନବନ୍ଦର ଜଙ୍ଗଲ ଜମି ମଞ୍ଜୁରୀକୁ ସ୍ଥଗିତ ରଖିଛି ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି) । ମନ୍ତ୍ରଣାଳୟ ପକ୍ଷରୁ ଅଲିଭ୍ ରିଡଲେ କଇଁଛ , ଇରାୱାଡ୍ଡି ଡଲଫିନ୍ ଏବଂ…