Latest Odisha News
Monthly Archives

July 2025

ଏଆଇ ଟୁଲ୍ ଉପରେ ନିଜେ ଭରସା କରିପାରୁନାହାନ୍ତି ସିଇଓ ଅଲ୍ଟମ୍ୟାନ୍: ବ୍ୟବହାରକାରୀଙ୍କୁ ଦେଲେ ଏହି ଉପଦେଶ…

ନୂଆଦିଲ୍ଲୀ: ଓପନ ଏଆଇର ଚାର୍ଟ ଜିପିଟି ଲଞ୍ଚ ହେବା ପରଠାରୁ, ଏହି ଏଆଇ ଟୁଲ୍ ବହୁ ଚର୍ଚ୍ଚାରେ ରହିଛି । ଗତ କିଛି ମାସ ଧରି, ଘିବିଲି ଟ୍ରେଣ୍ଡ ଠାରୁ ଆରମ୍ଭ କରି ଅଫିସିଆଲ ଟୁଲ୍ ଯାଏଁ ଚାର୍ଟ ଜିପିଟି ବହୁତ ଶିରୋନାମା ସୃଷ୍ଟି କରିଛି । ସାରା ବିଶ୍ୱରେ ଲୋକମାନେ ଏହି ଏଆଇ ଟୁଲ୍ ବ୍ୟବହାର…

ପାକିସ୍ତାନ ନୁହେଁ ଏଇ ଦେଶ ବଢାଇଲାଣି ଚିନ୍ତା !

ନୂଆଦିଲ୍ଲୀ: ତିସ୍ତା ନଦୀ ବିବାଦ, ସିଲିଗୁଡି କରିଡର ହେଉ କି ଚୀନ୍, ପାକିସ୍ତାନ ସହ ବନ୍ଧୁତା । ଭାରତ ପାଇଁ ଚିନ୍ତାର କାରଣ ହେଲାଣି ପଡୋଶୀ ବାଂଲାଦେଶ । ଗତ ବର୍ଷେ ଭିତରେ ବାଂଲାଦେଶ ଭାରତ ପାଇଁ ଏତେ ଅଡୁଆ ସୃଷ୍ଟି କରିଛି ଯାହା ୧୦ବର୍ଷ ଭିତରେ କେବେ ହୋଇନଥିଲା । ଭାରତର ଶତ୍ରୁଙ୍କ ସହ…

ଗୋଷ୍ଠୀ କନ୍ଦଳ ହେବ କି ବିଜେପି ପାଇଁ କାଳ ?

ଭୁବନେଶ୍ବର: ବିଜେପିରେ ଅଲ୍ ଇଜ ନଟ୍ ଓ୍ବେଲ୍ । ରଥଯାତ୍ରା ପରଠୁ ଗୋଟେ ପରେ ଗୋଟେ ଘଟଣାରୁ ଏକଥା ବେଶୀ ବେଶୀ ସ୍ପଷ୍ଟ ହେବାରେ ଲାଗିଛି । କ୍ଷମତାରେ ଥିବା ଗୋଷ୍ଠୀ ଓ ଅନ୍ୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା କନ୍ଦଳ, ଦାଣ୍ଡରେ ପଡି ହାଟରେ ଗଡିଲାଣି । ବିଶେଷ କରି ବିଏମସି ଅତିରିକ୍ତ…

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ସିବିଆଇ ଚଢ଼ାଉ ମାମଲାରେ ମିଳିଲା ସାମୟିକ ଆଶ୍ବସ୍ତି । ପରବର୍ତ୍ତୀ ଶୁଣାଣି ଯାଏ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଷ୍ଣୁପଦ । ଆସନ୍ତା ୮ ତାରିଖରେ ମାମଲାର…

ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ,ଦିଶୁଛି ଅତି ସୁନ୍ଦର: ଗଜପତି ମହାରାଜା

ପୁରୀ:ଆଜି ଗଜପତି ମହାରାଜା ଦିବ୍ୟ ସିଂହଦେବ ରତ୍ନଭଣ୍ଡାର କାର୍ଯ୍ୟ ତଦାରଖ କରିଛନ୍ତି । ତଦାରଖ ପରେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଅତି ସୁନ୍ଦର ଦିଶୁଛି ବୋଲି କହିଛନ୍ତି ଗଜପତି ମହାରାଜା । ଏଥିସହ ନୀଳାଦ୍ରି ବିଜେ ସୁଦ୍ଧା ମରାମତି ସମ୍ପୂର୍ଣ୍ଣ ହୋଇଯିବ ବୋଲି ଗଜପତି କହିଛନ୍ତି ।…

କାହିଁକି ଗାଜା ପ୍ରସ୍ତାବରେ ରାଜି ହେବାକୁ ପ୍ରସ୍ତୁତ ଇସ୍ରାଏଲ?, ହମାସ ଏବେବି କରୁଛି ବିଚାର….

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ସମସ୍ତଙ୍କ ନଜର ଗାଜାରେ ଯୁଦ୍ଧବିରତି ଉପରେ ରହିଛି। ଏହାକୁ ନେଇ ବଡ ସଙ୍କେତ ଦେଇଛି ଇସ୍ରାଏଲ ।  ଆମେରିକୀୟ ଖବରକାଗଜ 'ଦି ନ୍ୟୁୟର୍କ ଟାଇମ୍ସ' ସୂତ୍ରକୁ ଉଦ୍ଧୃତ କରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗାଜାରେ ଏକ ସମ୍ଭାବ୍ୟ…

ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଦେବାଶିଷ ସିଂହଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏହି ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି…

ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣା; ସରକାରଙ୍କୁ ୩ ଦିନର ମହଲତ ଦେଲା ଓଏଏସ ସଂଘ

ଭୁବନେଶ୍ୱର: ବିଏମସି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ଏବଂ ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗୁରୁବାର ଘୋଷଣା କରିଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସଂଘ। ଏହି ପ୍ରସଙ୍ଗରେ ଏକ ବୈଠକ କରିବା ପରେ ସଂଘ…

ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ, ସରକାରଙ୍କ ପାଖରେ ଥାଏ ଏପରି ପ୍ଲାନ…

ଭୁବନେଶ୍ୱର: ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୟାନ। କହିଲେ ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ। ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା…

ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ଉପମୁଖ୍ୟମନ୍ତ୍ରୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟା ଯୋଗୁଁ ଜିଲ୍ଲାର ୬ଟି ବ୍ଲକ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବନ୍ୟାଜଳରେ ପ୍ରଭାବିତ ହେଉଛି । ୬ଟି ବ୍ଲକ ୧୫୪ ଗ୍ରାମ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କୁ ସୁରକ୍ଷିତ…