ଶ୍ରୀ ଭାଗବତ ସାର ୮୬: ସର୍ବଦା ଓ ସର୍ବତ୍ର ବିଦ୍ୟମାନ ଏକମାତ୍ର ସତ୍ୟ, ସେ ହିଁ ଜୀବ ସ୍ୱରୂପରେ ଆତ୍ମା ଓ ପରମ ସ୍ୱରୂପରେ…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନଙ୍କ ମୁଖନିଃସୃତ, ଏହାକୁ ମଧ୍ୟ ବ୍ୟାସଦେବ ସ୍ୱୀକାର କରି ଭାଗବତର ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ରେ "ମହାମୁନିଃ ଶ୍ରୀନାରାୟଣଃ,ତେନ ପ୍ରଥମଂ ସଂକ୍ଷେପତଃ କୃତେ " ବୋଲି ଲେଖିଛନ୍ତି। ଏହି ପ୍ରଥମ ଭାଗବତ…