Latest Odisha News

BREAKING NEWS

Monthly Archives

July 2025

ଶରଧାବାଲି ଦଳାଚକଟା: ହସ୍ତକ୍ଷେପ କଲେ ରାଜ୍ୟ ମାନବିଧିକାର କମିଶନ

ପୁରୀ: ଶରଧାବାଲି ଦଳଚକଟା ଘଟଣାରେ ସିଧା ହସ୍ତକ୍ଷେପ କଲେ ରାଜ୍ୟ ମାନବିଧିକାର କମିଶନ । ଦଳାଚକଟା ଘଟଣାରେ ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମାନବିଧିକାର କମିଶନ । ଏଥିସହିତ ଯେପରି ଘଟଣାର ପୁନରାବୃତ୍ତି ନ ଘଟିବ ସେନେଇ ପଦକ୍ଷେପ ନେବାକୁ ମଧ୍ୟ…

ବିଚ୍ ରାସ୍ତାରେ ଅତର୍କିତ ଆକ୍ରମଣ କଲେ ଦୁବୃର୍ତ୍ତ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ମୟୂରଭଞ୍ଜ: ବାରିପଦାରେ ବିଚ୍ ରାସ୍ତାରେ ଛୁରାମାଡ । ଟାଉନ୍‌ ଥାନା ଷ୍ଟେସନ୍ ବଜାର ନିକଟରେ ଛୁରାମାଡ଼ । ଗୁରୁତର ଅବସ୍ଥାରେ PRM ମେଡିକାଲ୍‌ରେ ଯୁବକ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣକ ନାଁ ମୁନା ଯାଦବ । ଖବର ଅନୁଯାୟୀ,ଯୁବକ ଜଣକ ସ୍ଥାନୀୟ ଏକ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ସୂଚନା…

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ…

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଖୁବ୍ ଶୀଘ୍ର ୯୦ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଛନ୍ତି। ବର୍ଦ୍ଧିତ ବୟସ ଯୋଗୁଁ ଉତ୍ତରାଧିକାରୀ ଏବଂ ତାଙ୍କ ନିର୍ବାଚନ ବିଷୟରେ ପ୍ରାୟତଃ ଆଲୋଚନା ହୋଇଥାଏ। ସେ ୧୪ ତମ ଦଲାଇଲାମା ଏବଂ ତାଙ୍କ ଉତ୍ତରାଧିକାରୀ ୧୫ ତମ ଲାମା ଭାବରେ ଜଣାଯିବେ।…

ୟୁଏଇରେ ଖେଳାଯିବ ଏସିଆ କପ କ୍ରିକେଟ: ରିପୋର୍ଟ

ନୂଆଦିଲ୍ଲୀ : ଏସିଆ କପ କ୍ରିକେଟ ସେପ୍ଟେମ୍ବର ୫ରୁ ୟୁଏଇରୁ ଆରମ୍ଭ ହୋଇପାରେ । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହାର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୨୧ରେ ଖେଳାଯିବ । ଗ୍ରୁପ ଷ୍ଟେଜ ଓ ସୁପର ୪ ଫର୍ମାଟ ବିଚାରକୁ ନେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ୨ ଥର ମୁକାବିଲା ହେବ ।…

ISS ରହିଥାଏ ଏକ ସ୍ଥାୟୀ ଟିମ୍ , ଜାଣନ୍ତୁ ଏମାନେ କେଉଁ କାମ କରିଥାନ୍ତି?

ନୂଆଦିଲ୍ଲୀ: ମହାକାଶ ସବୁବେଳେ ମଣିଷ ପାଇଁ ରୋମାଞ୍ଚକର ଏବଂ ରହସ୍ୟରେ ଭରପୂର ରହିଆସିଛି। କିନ୍ତୁ ଏହି ରହସ୍ୟ ଆଡ଼ରେ, ପୃଥିବୀଠାରୁ ପ୍ରାୟ ୪୦୦ କିଲୋମିଟର ଉଚ୍ଚତାରେ ଏକ ପ୍ରୟୋଗଶାଳା ରହିଛି, ଯେଉଁଠାରେ ନିରନ୍ତର ବୈଜ୍ଞାନିକ ଗବେଷଣା ଚାଲିଥାଏ। ଏହା ହେଉଛି ଇଣ୍ଟରନାସନାଲ ସ୍ପେସ ଷ୍ଟେସନ…

ସଂସଦ ସୁରକ୍ଷା ତ୍ରୁଟି ମାମଲା: ୨ ଅଭିଯୁକ୍ତଙ୍କୁ ଜାମିନ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଅଭିଯୁକ୍ତଙ୍କୁ ମିଲିଲା ଜାମିନ୍ । ବୁଧବାର ଦିଲ୍ଲୀ ହାଇକୋର୍ଟ ଦୁଇ ଅଭିଯୁକ୍ତ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ପୋଲିସ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କ ଜାମିନ ଆବେଦନକୁ ବିରୋଧ କରିବା…

ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା, ୪ ଓଡ଼ିଆ ମୃତ

ହାଇଦ୍ରାବାଦ\ଭୁବନେଶ୍ୱର: ତେଲେଙ୍ଗାନାର କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣାରେ ୪ ଓଡ଼ିଆ ମୃତ। ୪ ଜଣ ଆହତ। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି। ୪ ମୃତକ ହେଲେ ଗଞ୍ଜାମ, କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର। ଏଯାଏଁ ବିସ୍ଫୋରଣ ଘଟଣାରେ ୩୭ରୁ ଊର୍ଦ୍ଧ୍ବ ଲୋକଙ୍କ…

ଜୀବନ ନେଉଛି କି କରୋନା ଟୀକା?, ସ୍ପଷ୍ଟିକରଣ ରଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ….

ନୂଆଦିଲ୍ଲୀ: କରୋନା ଭ୍ୟାକସିନକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବର୍ତ୍ତମାନ ଯୁବକଙ୍କଠାରେ ହୃଦଘାତର ଆଶଙ୍କା ଅଧିକ ଦେଖାଦେଇଛି । ଯାହାକି କୋଭିଡ୍ ଭ୍ୟାକସିନ୍ ନେବା ପରଠାରୁ ଅଧିକ ହେଉଥିବା କୁହାଯାଉଛି । ଏନେଇ ପୂର୍ବରୁ ଦାବି ହେଉଥିବା ବେଳେ ଏବେ କର୍ଣ୍ଣାଟକ ସରକାର…

Facebookରେ କେମିତି ହୋଇଥାଏ ମୋନିଟାଇଜେସନ? ୧୦୦୦ ଫୋଲର୍ସରେ ମିଳିଥାଏ କେତେ ଟଙ୍କା

ନୂଆଦିଲ୍ଲୀ:  ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଲୋକଙ୍କ ପାଇଁ ରୋଜଗାରର ଏକ ବଡ଼ ଉପାୟ ମଧ୍ୟ ହୋଇପଡ଼ିଛି। ବିଶ୍ୱର ସବୁଠାରୁ ପୁରୁଣା ଓ ବୃହତ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ଫେସବୁକ ଏବେ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ପଇସା ରୋଜଗାର…

ପିଚ୍‌ରେ ଛକ୍କା ମାରିବା ପରେ ଟଳି ପଡିଲେ

ମୃତ୍ୟୁ କେତେବେଳେ କେଉଁଠି ଆସିବ ସେକଥା କାହାକୁ ଜଣାନାହିଁ । ମୃତ୍ୟୁ ସତ୍ୟ ଏକଥା ସମସ୍ତଙ୍କୁ ମାନିବାକୁ ପଡିବ । ବାରମ୍ବାର ହଠାତ ମୃତ୍ୟୁ ଖବର ପାଇ ଲୋକେ ଆଚମ୍ବିତ ହୁଅନ୍ତି । ଯାହା ବିଧିର ବିଧାନ ଥାଏ ତାହାହିଁ ହୁଏ ସେକଥା କେହି ବୁଝି ପାରନ୍ତି ନାହିଁ । ସେମିତି ଏକ ଘଟଣା ସମ୍ପର୍କରେ ଆମେ…