Latest Odisha News
Monthly Archives

July 2025

ଅଫିସରଙ୍କୁ ମାଡ ଘଟଣା-ନିନ୍ଦା କଲେ ଅପରାଜିତା

ଭୁବନେଶ୍ୱର : ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣା ଏବେ ସାରା ରାଜ୍ୟରେ ଚହଳ ପକାଇଛି । ଗତକାଲି ହୋଇଥିବା ଏହି ଘଟଣାକୁ ଘୋର ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ରତ୍ନାକର ସାହୁ ଜନଶୁଣାଣିରେ ଲୋକଙ୍କ କଥା ଶୁଣୁଥିଲେ । ସରକାରୀ କାମରେ…

୫ ବସ୍ତା ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ସମ୍ବଲପୁର: ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦୫ କିଗ୍ରା ଗଞ୍ଜେଇ ସହ ଏକ ଦାମୀ କାର ଜବତ । ଘଟଣାରେ ଜଣକୁ ଗିରଫ କରିଛି ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ । ଯାଞ୍ଚ ସମୟରେ କାର ଭିତରୁ ୫ଟି ଜରି ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଲା ଝାରଖଣ୍ଡ ରାଜ୍ୟ ଧାନବାଦ ଜିଲା…

ଜୁଲାଇରେ ପୁଣି ଚମକାଇଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ ଆଜି କେତେ ଅଛି ପ୍ରାଇଜ

ଭୁବନେଶ୍ୱର : ଆଜି ଭାରତୀୟ ବଜାରରେ ସୁନା ଓ ରୂପାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି। ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କ ପକ୍ଷରୁ ବୃଦ୍ଧି ପାଇଥିବା କ୍ରୟ ଏବଂ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ଯୋଗୁଁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଦରରେ ଏହି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।…

ଯଦି ପୃଥିବୀରେ ଦୁଇଗୁଣ ହୋଇଯିବ ଅମ୍ଳଜାନ ତେବେ କ’ଣ ହେବ ? ସୁପରମ୍ୟାନ ହୋଇଯିବ ମଣିଷ ?

ନୂଆଦିଲ୍ଲୀ: ମଣିଷ ସମେତ ପୃଥିବୀରେ ଥିବା ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅମ୍ଳଜାନ ଅତ୍ୟନ୍ତ ଜରୁରୀ। ଏହି ଅମ୍ଳଜାନ ହିଁ ପୃଥିବୀରେ ମଣିଷ ଓ ଜୀବଜନ୍ତୁଙ୍କ ଅସ୍ତିତ୍ୱର ମୂଳ କାରଣ। ଅନ୍ୟ ଗ୍ରହମାନଙ୍କରେ ଅମ୍ଳଜାନର ଅଭାବ ହେତୁ ସେଠାରେ ଜୀବନର ସମ୍ଭାବନା ନାହିଁ। କେବେ ଭାବିଛନ୍ତି କି, ଅମ୍ଳଜାନର…

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ….

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୧୪ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର…

Android ଫୋନରେ କେମିତି ବିନା ଆଲର୍ଟରେ କରିବେ କଲ୍ ରେକର୍ଡ, ଜାଣନ୍ତୁ ଉପାୟ

ଆଦିଲ୍ଲୀ: ଅନେକ ସମୟରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ କଲ୍‌କୁ ରେକର୍ଡ କରିବାକୁ ଚାହିଁଥାଉ, କିନ୍ତୁ କଲ୍‌ ଆରମ୍ଭ ହେବା ସଙ୍ଗେ ସଙ୍ଗେ ସେହି ରୋବୋଟିକ ଆବାଜ “ଏହି କଲ୍‌ ରେକର୍ଡ ହେଉଛି” ଆଲର୍ଟ କରିଦେଇଥାଏ । ଏହା କେବଳ ଶୁଣିବାରେ ଅଜଣା ଲାଗେ ନାହିଁ, ବରଂ ଯଦି ଆପଣ ଗୁପ୍ତରେ କଥାବାର୍ତ୍ତା…

ପୁଣି ତେଜିଲା ମସ୍କ-ଟ୍ରମ୍ପ କଳି: ‘ବିଗ ବିୟୁଟିଫୁଲ୍ ବିଲ’କୁ ନେଇ ଧମକ ଦେଲେ ଏଲନ୍, ରାଷ୍ଟ୍ରପତି କହିଲେ….

ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ଏଲନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଏଲୋନ ମସ୍କ ପୁଣି ଥରେ ଟ୍ରମ୍ପଙ୍କ 'ବିଗ୍ ବିୟୁଟିଫ୍ ବିଲ୍'କୁ ଟାର୍ଗେଟ କରିଛନ୍ତି ଏବଂ ଏହାକୁ ପାଗଳାମି ବୋଲି କହିଛନ୍ତି। ଏହା ସହିତ, ଏଲୋନ୍ ମସ୍କ…

ବଡ ଆଶ୍ବସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର….

ନୂଆଦିଲ୍ଲୀ: ଆଜିଠୁ ଶସ୍ତା ହେଲା ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର । ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ କରିଛନ୍ତି, ଯାହା ୧ ଜୁଲାଇରୁ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି । ଯାହା ବାଣିଜ୍ୟିକ ବ୍ୟବହାରକାରୀଙ୍କୁ…

‘ଜଟିଳ…ଆଲୋଚନା ପାଇଁ ପ୍ରସ୍ତୁତ’, ସୀମା ବିବାଦ ନେଇ ଚୀନ ଦେଲା ବଡ ବୟାନ….

ନୂଆଦିଲ୍ଲୀ: ଚୀନ୍‌ ସୋମବାର ଦିନ କହିଛି ଯେ ଭାରତ ସହିତ ଏହାର ସୀମା ବିବାଦ ଏକ ଜଟିଳ ପ୍ରସଙ୍ଗ । ଏହା କହିଛି ଯେ ଏହାର ସମାଧାନ ପାଇଁ ସମୟ ଲାଗିବ, କିନ୍ତୁ ଚୀନ୍‌ ସୀମା ସୀମା ନିର୍ଦ୍ଧାରଣ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଉପରେ ଆଲୋଚନା ଜାରି ରଖିବାକୁ ମଧ୍ୟ ଇଚ୍ଛୁକତା…

ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି

ହାଇଦ୍ରାବାଦ: ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା। ୩୭କୁ ଛୁଇଁଲା ମୃତ୍ୟୁ ସଂଖ୍ୟା। ସଙ୍ଗରେଡି ଜିଲ୍ଲା ପଶାମିଲାରାମ ସିଗାଚି କେମିକାଲ୍ ଫ୍ୟାକ୍ଟ୍ରିରେ ହୋଇଥିଲା ବିସ୍ଫାରଣ। ଏହି ଘଟଣାରେ ୩୫ ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ, ବିଭିନ୍ନ ହସ୍ପିଟାଲରେ ସେମାନଙ୍କର…