ଭିଜିଲାନ୍ସ ଜାଲରେ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ;ଫାଇଲ୍ ପ୍ରୋସେସିଂ ପାଇଁ ନେଉଥିଲେ…
ଭୁବନେଶ୍ବର: କାର୍ଯ୍ୟରତ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ସୌରଭ ତ୍ରିପାଠୀ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଡ ସୌରଭ ତ୍ରିପାଠୀ ଫାଇଲ୍ ପ୍ରୋସେସିଂ ପାଇଁ ୩୦ ହଜାର…