ଭାରତୀୟ କ୍ରିକେଟ ଇତିହାସର ଏହି ୫ଜଣଙ୍କୁ ଶାସ୍ତ୍ରୀ କହିଲେ ଶ୍ରେଷ୍ଠ
ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର, କୋଚ ତଥା ଭାଷ୍ୟକାର ରବି ଶାସ୍ତ୍ରୀ ଏହି ୫ଜଣଙ୍କୁ ଭାରତର ମହାନ ଖେଳାଳି ବୋଲି କହିଛନ୍ତି । ଭାରତୀୟ କ୍ରିକେଟର ୯୩ ବର୍ଷର ଇତିହାସରେ ଏହି ୫ଜଣଙ୍କ ଯୋଗଦାନ ସର୍ବଦା ମନେ ପକାଯିବ । ସୁନୀଲ ଗାଭାସ୍କର, କପିଳ ଦେବ, ସଚିନ ତେନ୍ଦୁଲକର, ଏମଏସ ଧୋନୀ ଓ ବିରାଟ…