ଦକ୍ଷତା ବିକାଶ ଭିତ୍ତିଭୂମିର ପୁନରୁଦ୍ଧାର: ଦେଶର ୧ ହଜାର ଆଇଟିଆଇ କେନ୍ଦ୍ରକୁ କରାଯିବ ଅପଗ୍ରେଡ୍
ନୂଆଦିଲ୍ଲୀ: ଦକ୍ଷତା ବିକାଶ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଏକ ଜାତୀୟ ପରିଚାଳନା କମିଟି (NSC) ଗଠନ କରିଛନ୍ତି। ଏହି ଯୋଜନା ଅଧୀନରେ, ୧୦୦୦ ସରକାରୀ ଆଇଟିଆଇକୁ ଅପଗ୍ରେଡ୍ କରାଯିବ ଏବଂ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ୬୦ ହଜାର କୋଟି ଟଙ୍କାର…