ଶ୍ରୀ ଭାଗବତ ସାର ୧୦୨: ତାଙ୍କରି ସୃଷ୍ଟିରେ ପ୍ରତ୍ୟେକ ଜୀବ ତାଙ୍କ ପାଇଁ ସମାନ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ କିଛି ଚରିତ୍ର ଆମମାନଙ୍କୁ ଅତ୍ୟନ୍ତ ଦୁଷ୍ଟ ବୋଲି ପ୍ରତୀତ ହୁଅନ୍ତି, କିନ୍ତୁ ବିଶେଷ ଭାବରେ ତର୍ଜମା କଲେ ଜଣାଯାଏ ଯେ ହିରଣ୍ୟ, ହିରଣ୍ୟାକ୍ଷ, ଶିଶୁପାଳ, ଦନ୍ତବତ୍ର ପ୍ରଭୁତି ଭାଗବତ ବର୍ଣିତ ଚରିତ୍ର ମାନେ…