ସୁରକ୍ଷାବାହିନୀକୁ ବଡ଼ ସଫଳତା; ଏନକାଉଣ୍ଟରରେ ୬ନକ୍ସଲ ନିହତ
ଛତିଶଗଡ:ଜିଲ୍ଲାର ଅବୁଝମାଡ଼ ଘନ ଜଙ୍ଗଲରେ ନକ୍ସଲ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଛି। ସୁରକ୍ଷା ଏଜେନ୍ସିକୁ ଖବର ମିଳିବା ପରେ ଶୁକ୍ରବାର ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଛତିଶଗଡ ଜିଲ୍ଲାର ଅବୁଝମାଡ଼…