Latest Odisha News

BREAKING NEWS

Monthly Archives

July 2025

କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି: ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡା ବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ ରୁ ୨୦ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଜୋ ରୁଟ ଏକ ନମ୍ବର

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେ ନିଜ ଦେଶର ହ୍ୟାରୀ ବ୍ରୁକଙ୍କୁ ପଛରେ ପକାଇ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଲର୍ଡସ ଟେଷ୍ଟରେ ଶତକ ହାସଲ କରିବା ରୁଟଙ୍କୁ ଫାଇଦାରେ ରଖିଥିଲା…

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ; ପ୍ରଣବ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସେବା ଭବନ ଅଭିମୁଖେ ବିଜେଡିର ପଦଯାତ୍ରା ସମୟରେ ଦଳୀୟ ନେତା ପ୍ରଣବ ପ୍ରକାଶ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଛନ୍ତି। ଏଫଏମ କଲେଜର ୨୦ ବର୍ଷୀୟ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଅନୁଯାୟୀ,…

କୋଲହାପୁରୀ ଚପଲକୁ ନେଇ ପ୍ରାଡା ବିରୁଦ୍ଧରେ ଦାୟର ମାମଲାକୁ ଖାରଜ କଲେ ହାଇକୋର୍ଟ

ମୁମ୍ବାଇ: ପ୍ରସିଦ୍ଧ କୋଲହାପୁରୀ ଚପଲର ଅନଧିକୃତ ବ୍ୟବହାର ଅଭିଯୋଗରେ ଇଟାଲୀୟ ଫ୍ୟାଶନ୍ ହାଉସ୍ ପ୍ରାଡା ବିରୁଦ୍ଧରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) କୁ ବୁଧବାର ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ବିଚାରପତି ସନ୍ଦୀପ ମାର୍ନେଙ୍କ…

ସିଙ୍ଗଡ଼ା, ଜିଲାପି ସ୍ବାସ୍ଥ୍ୟ ପ୍ରତି ହାନିକାରକ; ସ୍ପଷ୍ଟୀକରଣ ରଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କିଛିଦିନ ତଳେ ସିଙ୍ଗଡ଼ା, ଜିଲାପି ଏବଂ ମିଠା ଭଳି ଖାଦ୍ୟ ସ୍ବାସ୍ଥ୍ୟ ପ୍ରତି ହାନିକାରକ ବୋଲି ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଯାହା ପରେ ସରକାର ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଏହାକୁ ନେଇ ଭାରତ…

ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲା ବିଆରଏସ: ‘କାର’ ଚିହ୍ନ ଭଳି ଦଳୀୟ ପ୍ରତୀକ ହଟାଇବା ପାଇଁ ଦାବି

ହାଇଦ୍ରାବାଦ: ମଙ୍ଗଳବାର ତେଲେଙ୍ଗାନାର ବିଆରଏସ ଦଳର ନେତା ବୋଇନିପଲ୍ଲୀ ବିନୋଦ କୁମାର ଏବଂ ସୋମା ଭାରତ କୁମାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଦାବି କରିଥିଲେ ଯେ ତାଙ୍କ ଦଳ ସହିତ ସମାନ କିଛି ନିର୍ବାଚନ ପ୍ରତୀକକୁ ମୁକ୍ତ ନିର୍ବାଚନ ପ୍ରତୀକ ତାଲିକାରୁ ବାଦ ଦିଆଯାଉ। ନେତାମାନେ…

ଆମେରିକା-ଭାରତ ବାଣିଜ୍ୟରେ କଣ୍ଟା, ‘ନନ-ଭେଜ୍ କ୍ଷୀର’….

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନା ମଧ୍ୟରେ, ଏବେ ନନଭେଜ୍ ମିଲ୍କ ବା ଆମିଷ କ୍ଷୀରକୁ ନେଇ ବେଶ୍ ଚର୍ଚ୍ଚା । କାରଣ ୱାଶିଂଟନ୍ ଡିସି ଚାହୁଁଛି ଯେ ନୂଆଦିଲ୍ଲୀ ତାର ଦୁଗ୍ଧ ବଜାର ଆମେରିକା ପାଇଁ ଖୋଲିବା ଉଚିତ। କିନ୍ତୁ ଭାରତ ଏହା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସିଧା…

ଆଧାର କାର୍ଡକୁ ନେଇ ସାମ୍ନାକୁ ଆସିଲା RTIର ଆଶ୍ଚର୍ଯ୍ୟଜନକ ତଥ୍ୟ….

ନୂଆଦିଲ୍ଲୀ: ଭାରତରେ, ନାଗରିକ ପରିଚୟର ସବୁଠାରୁ ବଡ଼ ଦସ୍ତାବିଜ୍ ଭାବରେ ଆଧାର କାର୍ଡକୁ ପ୍ରଚଳନ କରାଯାଇଛି, କିନ୍ତୁ ଏବେ ଏକ ଆରଟିଆଇ ଉତ୍ତରରୁ ଜଣାପଡିଛି ଯେ ଗତ ୧୪ ବର୍ଷ ମଧ୍ୟରେ ମୃତ୍ୟୁ ଆଧାରରେ କେବଳ ୧.୧୫ କୋଟି ଆଧାର ନମ୍ବରକୁ ନିଷ୍କ୍ରିୟ କରିଛି । ଯାହା ଦେଶର ମୃତ୍ୟୁ ହାରକୁ ଦେଖିଲେ…

ଏହି ୟୁଜର୍ସଙ୍କ ପାଇଁ ସରକାର ଜାରି କଲେ ଚେତାବନୀ, ସାବଧାନ ! ହୋଇପାରେ ହ୍ୟାକିଂ

ନୂଆଦିଲ୍ଲୀ: ଯଦି ଆପଣ Windows କମ୍ପ୍ୟୁଟର କିମ୍ବା Microsoft Office ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଚେତାବନୀ ରହିଛି। ଭାରତ ସରକାରଙ୍କ ସାଇବର ସୁରକ୍ଷା ବିଭାଗ CERT-In ଜୁଲାଇ ୨୦୨୫ରେ ଏକ ଉଚ୍ଚ ସୁରକ୍ଷା ବିପଦ ଚେତାବନୀ ଜାରି କରିଛି। ଏହା କହିବା ଭୁଲ ହେବ ନାହିଁ ଯେ…

୨ ଲକ୍ଷ ଲୋକଙ୍କ ଜୀବନ ନେଲାଣି ଲୁଣ ! WHOର ସାଂଘାତିକ ଖୁଲାସା

ଭୁବନେଶ୍ୱର: ଆମ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଏକ ଏପରି ଉପାଦାନ, ଯାହା ବିନା ପ୍ରତ୍ୟେକ ଖାଦ୍ୟ ଅଧୁରା ଲାଗେ। ଡାଲି ହେଉ କିମ୍ବା ତରକାରୀ, ଲୁଣ ନଥିଲେ ସବୁ ଫିକା ଲାଗେ। କିନ୍ତୁ ଏହି ଲୁଣ ଯଦି ଆବଶ୍ୟକତାରୁ ଅଧିକ ଖାଇବେ, ତେବେ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ! ହଁ, ଏହା କୌଣସି…