Latest Odisha News

BREAKING NEWS

Monthly Archives

July 2025

୪୦ ଲିଟର କ୍ଷୀରରେ ଗାଧୋଇଲେ; ପତ୍ନୀଙ୍କୁ ଛାଡ଼ପତ୍ର ଦେବାପରେ ନିଆରା ଖୁସି ସେଲେବ୍ରେସନ 

ନୂଆଦିଲ୍ଲୀ: ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଖୁସି ସେଲେବ୍ରେସନ କଲେ ସ୍ବାମୀ। ବୋରୋଲିଆପାରା ଗାଁର ଜଣେ ବାସିନ୍ଦା ମାଣିକ ଅଲି ନିଜ ଉପରେ ୪୦ ଲିଟର କ୍ଷୀର ଢାଳି ଏକ ଅନନ୍ୟ ଉପାୟରେ ନିଜର 'ସ୍ୱାଧୀନତା' ପାଳନ କରିଛନ୍ତି। ଯାହାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାଣିକ…

ଶ୍ରୀମନ୍ଦିରକୁ ଦାନରେ ମିଳିଛି ୧୨ କେଜି ସୁନା, ୨୧୪ କେଜି ରୁପା

ପୁରୀ: ଶ୍ରୀମନ୍ଦିରକୁ ୩ ବର୍ଷରେ ଦାନରେ ମିଳିଛି ୧୨ କେଜି ସୁନା ଓ ୨୧୪ କେଜି ରୁପା। ଗତ ୩ ଆର୍ଥିକ ବର୍ଷରେ ଶ୍ରୀମନ୍ଦିରକୁ ମିଳିଛି ୧୧୬ କୋଟି ଟଙ୍କାରୁ ଅଧିକ ଦାନ। ନିକଟରେ ଏକ ତଥ୍ୟରୁ ଏହା ଜଣାପଡ଼ିଛି। ସୂଚନା ମୁତାବକ, ୨୦୨୧-୨୨, ୨୦୨୨- ୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ହୁଣ୍ଡିରୁ ୪୦…

ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ୬.୮ତୀବ୍ରତାରେ ଥରିଲା ଦ୍ୱୀପପୁଞ୍ଜ

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ସୋମବାର ଦିନ ଇଣ୍ଡୋନେସିଆର ଦକ୍ଷିଣ-ପୂର୍ବ ଭାଗରେ ଥିବା ତାନିମ୍ବର ଦ୍ୱୀପପୁଞ୍ଜରେ ୬.୮ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସୂଚନା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଦେଇଛି । GFZ ଅନୁଯାୟୀ, ଭୂମିକମ୍ପର…

ଏଫଏମ କଲେଜ ନିଲମ୍ବିତ ପ୍ରିନସିପାଲ ଦିଲ୍ଲୀପ ଘୋଷ ଗିରଫ

ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଗିରଫ। ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ। ଦିଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ। ଦିଲୀପ ଘୋଷଙ୍କ ଗିରଫ ଦାବି କରି ଆସୁଥିଲେ ଛାତ୍ରୀଙ୍କ ପରିବାର। ପୂର୍ବରୁ ଏଜୁକେସନ୍ ବିଭାଗ HOD ସମୀର ସାହୁ ଗିରଫ ହୋଇଥିଲେ।…

ପୀଡିତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଆମର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବାଲେଶ୍ବର ଛାତ୍ରୀ ଆତ୍ମାହୁତୀ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପୀଡିତା ଏବେ କ୍ରିଟିକାଲ କେୟାର ସେଣ୍ଟରରେ ଅଛନ୍ତି । ପୀଡ଼ିତା ପରିବାରକୁ ଭେଟି ସମବେଦନା ଦେଲି । ଡାକ୍ତରଙ୍କ ସହ ଆଲୋଚନା କଲି । ସେ ଶୀଘ୍ର…

ବୟଫ୍ରେଣ୍ଡଙ୍କ ଫଟୋ ଥିବା ଟି ସର୍ଟ ପିନ୍ଧି ବୁଲିଲେ ଜାହ୍ନବୀ

ମୁମ୍ବାଇ: ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର ଦୀର୍ଘ ଦିନ ହେବ ବୟଫ୍ରେଣ୍ଡ ଶିଖର ପାହାଡିଆଙ୍କ ସହ ସମ୍ପର୍କରେ ରହିଛନ୍ତି । ଅବଶ୍ୟ ଉଭୟ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ଘୋଷଣା କରି ନାହାନ୍ତି । ନିକଟରେ ଜାହ୍ନବୀ ଏକ ଟି ଶର୍ଟ ପିନ୍ଧିଥିଲେ, ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି…

ସାବଧାନ୍ ! ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି କି?

ନୂଆଦିଲ୍ଲୀ: ଲୁଣ ବିନା ଖାଦ୍ୟରେ ସ୍ବାଦ ଆସେନି । ହେଲେ ଖାଇବାକୁ ସ୍ବାଦିଷ୍ଟ କରୁଥିବା ଲୁଣରେ ଲୁଚି ରହିଛି ସ୍ବାସ୍ଥ୍ୟ ପାଇଁ ଅନେକ ବିପଦ। ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଲେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏବେ ଖାଦ୍ୟ ରୁଚି ବଦଳିଥିବା ବେଳେ ଲୋକେ ଚିପ୍ସ ଓ ପ୍ରୋସେସଡ ଖାଦ୍ୟ…

ଚୀନ୍ Vs ତାଇଓ୍ବାନ…କାହାର କେତେ ଦମ୍?

ନୂଆଦିଲ୍ଲୀ: ଚୀନର ଘୋଷଣା ବଢାଇଲା ଚିନ୍ତା । ହେବ କି ଚୀନ୍-ତାଇଓ୍ବାନ୍ ଯୁଦ୍ଧ? ତାଇଓ୍ବାନ୍ ଅଭିନ୍ନ ଅଂଶ, ଏହାକୁ ଫେରାଇ ନେବାକୁ ପ୍ରସ୍ତୁତ ବୋଲି ନିକଟରେ କହିଛନ୍ତି ଚୀନ ସରକାର । ଏଥିପାଇଁ ସେନା ବଳର ବ୍ୟବହାର କରିବାକୁ ପଡିଲେ କରାଯିବ । ଚୀନର ଏଭଳି ବୟାନ କେବଳ ତାଇଓ୍ବାନ୍ ନୁହେଁ ପୂରା…

ପ୍ରଥମ ନୁହେଁ ନିମିଷା…..ଶୁଳିରେ ଚଢିଲେଣି କେତେ ଭାରତୀୟ?

ନୂଆଦିଲ୍ଲୀ: ୟେମେନର ରାଜଧାନୀ ସନାର ଏକ ଜେଲରେ ୩୮ ବର୍ଷୀୟ ଭାରତୀୟ ନର୍ସ ନିମିଷା ପ୍ରିୟା ଏବେ ମୃତ୍ୟୁ ନେଇ ଘଣ୍ଟା ଗଣୁଛନ୍ତି। କାରଣ ସେଠାକାର କୋର୍ଟ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛି । ଏବେ ତାଙ୍କ ଜୀବନ ମାତ୍ର ଦୁଇ ଦିନର । ଏହି ସମୟରେ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ…

କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ୁଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ବର ଫକିର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ, କଂଗ୍ରେସର ଦିଲ୍ଲୀ ପ୍ରେସମିଟ୍‌କୁ ଟାର୍ଗେଟ୍‌ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।…