Latest Odisha News

BREAKING NEWS

Monthly Archives

August 2025

ଭାରତ-ଆମେରିକା ଭିତରେ ଆହୁରି ବଢ଼ିଲା ବିବାଦ, ରାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତ-ଆମେରିକା ସମ୍ପର୍କରେ ଆହୁରି ତିକ୍ତତା ବଢ଼ିଛି । ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ ପରେ ଭାରତ ଆହୁରି କଠର ହୋଇଛି । ଆଉ ଏହି କଥା ଆମେ ଏଥିପାଇଁ କହୁଛୁ, ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି କମ୍ ଚାରି ଥର ଫୋନ୍‌…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ୪ ବର୍ଷ ପରେ ପ୍ରି କ୍ୱାର୍ଟରରେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ୨ ଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଭଲ ଫର୍ମକୁ ଫେରିଛନ୍ତି । ଚଳିତ ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରି ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି । କ୍ରମାଗତ ଖରାପ ପ୍ରଦର୍ଶନ ପରେ ଭାରତର ଏହି ଷ୍ଟାର ଅଭିଜ୍ଞ ଏବେ ଦକ୍ଷତା ମୁତାବକ…

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର: ବରଫ ସହଜରେ ତରଳିବନି

ନୂଆଦିଲ୍ଲୀ: ବରଫର ପ୍ରକୃତି ତରଳିବା । ଏଥିପାଇଁ ସର୍ବଦା ଏହାକୁ ଶୂନ ଡିଗ୍ରୀ ତଳେ ରଖାଯାଇଥାଏ । ଏବେ ବୈଜ୍ଞାନିକମାନେ ଏ ଭଳି ଏକ ବରଫ ପ୍ରସ୍ତୁତ କରିଛନ୍ତି ଯାହା କି ସହଜରେ ତରଳିବ ନାହିଁ । କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ଜିହାନ ଝୋଉଙ୍କ ଅଧ୍ୟକ୍ଷତାରେ ଏହାକୁ ପ୍ରସ୍ତୁତ…

ସ୍କୁଟି ଭିତରୁ ମିଳିଲା ବାଘ ଛାଲ, ଜଣେ ଗିରଫ

ନୂଆପଡା: ଚୋରାରେ ବାଘ ଛାଲ ବେପାର। ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ବନବିଭାଗ। ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଟିଆଗୁଡା ନିକଟରେ ବାଘ ଛାଲ ଜବତ କରିଛି ବନବିଭାଗ। ସୂଚନା ଅନୁସାରେ ଜଣେ ବ୍ୟକ୍ତି ବାଘ ଛାଲ ଚୋରାଚାଲାଣ କରୁଥିଲା ବୋଲି ବନ ବିଭାଗ ଖବର ପାଇଥିଲା। ଏହା ପରେ ଡିଏଫଓ ଅଜିଜ…

ବସ୍ ଓଲଟି ଚାଲିଗଲା ୨୫ ଜୀବନ, ଗୋଟେ ସପ୍ତାହରେ ସଡ଼କ ଦୁର୍ଘଟଣାରେ ଗଲାଣି…

ନୂଆଦିଲ୍ଲୀ:ଆଫଗାନିସ୍ତାନରରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତି କମରେ ୨୫ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଦିଗରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ ଜଣ ଆହତ ହୋଇଥିବା ତାଲିବାନର…

ଏଆଇଏଫଏଫକୁ ଫିଫା, ଏଏଫସିର ଚେତାବନୀ, ଅକ୍ଟୋବର ୩୦ ଡେଡଲାଇନ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଫେଡେରେଶନ ଉପରେ ଏବେ ଆନ୍ତର୍ଜାତୀୟ ପ୍ରତିବନ୍ଧର ବିପଦ ଘନେଇବାରେ ଲାଗିଛି । ଅକ୍ଟୋବର ୩୦ ସୁଦ୍ଧା ନୂତନ ସମ୍ବିଧାନ ଆପଣାଇବା ସହ ଏହାକୁ ପୃଷ୍ଟି କରିବା ପାଇଁ ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ ଓ ଏସୀୟ ଫୁଟବଲ ସଂଘ ନିର୍ଦ୍ଦେଶ ଦେଇଛି । ଏଆଇଏଫଏଫ ଅଧ୍ୟକ୍ଷ କଲ୍ୟାଣ…

ରୋହିତଙ୍କ ବ୍ୟାଟକୁ ନେଇ ମାର୍କ ଉଡଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏବେ ଫିଟନେସ ଉପରେ କାମ କରୁଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ଖେଳିବା ପାଇଁ ସମସ୍ତ ଉଦ୍ୟମ ଜାରୀ ରଖିଛନ୍ତି । ନିକଟରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାର୍କ ଉଡ ଭାରତର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟକୁ ନେଇ…

ସାଇବର କମାଣ୍ଡ ସେଣ୍ଟର ପାଇଁ ଡିପିଆର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର (O3C) ପ୍ରତିଷ୍ଠା ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ନେଇ ଘୋଷଣା କରାଯାଇଛି। ତେବେ ଏଥିପାଇଁ ରାଜ୍ୟ ସାରା ୨୦ଟି ନୂତନ ସାଇବର ପୋଲିସ ଷ୍ଟେସନ ତିଆରି କରିବା…

ସରକାରଙ୍କ ଅନୁମତି: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତ କରିବ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ରାଜ୍ୟଗୋଷ୍ଠୀ କ୍ରୀଡାକୁ ନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ବୁଧବାର ବୈଠକରେ ସରକାର ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜକ ପାଇଁ ଆବେଦନକୁ କରିବାକୁ ଅନୁମତି ପ୍ରଦାନ…

ପୁଣି ଶ୍ରୀମନ୍ଦିରରେ ଗୁପ୍ତ କ୍ୟାମେରା, କୋଲକାତାର ଜଣେ ଭକ୍ତ ଅଟକ

ପୁରୀ: କୋଲକାତାର ଜଣେ ଭକ୍ତ ବୁଧବାର ଦିନ ତାଙ୍କ ଚଷମାରେ ଥିବା ଏକ ଗୁପ୍ତ କ୍ୟାମେରା ବ୍ୟବହାର କରି ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟ ରେକର୍ଡ କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଅରୂପ ରାୟ (୩୧)ଙ୍କୁ ମନ୍ଦିର ସୁରକ୍ଷା କର୍ମଚାରୀ ଭିତର କାଠ ନିକଟରେ ଗିରଫ…