Latest Odisha News

BREAKING NEWS

Monthly Archives

August 2025

ରାତିଅଧରେ ଜଳିଲା ଏମକେସିଜି ମେଡିକାଲ; ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ବ୍ରହ୍ମପୁର:ଏମକେସିଜି (MKCG) ମେଡିକାଲ୍‌ ରୋଗ ନିଦାନ କେନ୍ଦ୍ରରେ ଅଗ୍ନିକାଣ୍ଡ । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ । ଏସି ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ…

ଶ୍ରୀ ଭାଗବତ ସାର ୧୩୨: ଗୋପାଙ୍ଗନା ମାନଙ୍କ ବିଳାପ ଆମକୁ ରାଗାତ୍ମିକା ଭକ୍ତିର ପରିଚୟ ଦିଏ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ପ୍ରେମ ଭକ୍ତି ଯେପରି ବର୍ଣ୍ଣନା କରିଛନ୍ତି, ସେହିପରି ଗୋପାଙ୍ଗନା ମାନଙ୍କ କୃଷ୍ଣ ପ୍ରେମ ମଧ୍ୟ ବର୍ଣିତ ହୋଇଛି। ଘଟଣା ଗୋଟିଏ କହୁଛି, ଅକ୍ରୁର ଶ୍ରୀରାମକୃଷ୍ଣ ବେନି ଭାଇଙ୍କୁ ମଥୁରା…

ଏହି ଉପାୟରେ ଅଁଳାର କରନ୍ତୁ ବ୍ୟବହାର;ଦୂର ହେବ କେଶର ନାନା ସମସ୍ୟା

ଭୁବନେଶ୍ବର:ଅଁଳା ଭିଟାମିନ୍ ସିରେ ଭରପୂର ଅଟେ । ଏହା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଫ୍ଲାଭୋନଏଡ୍ସର ଏକ ଭଲ ଉତ୍ସ, ଏହା କେଶର ବୃଦ୍ଧି ଏବଂ କେଶର ଗଠନ ଉନ୍ନତ କରିବାରେ ମଧ୍ୟ ପ୍ରଭାବଶାଳୀ। ଲୋକ ଜାଣନ୍ତି ଯେ ଅଁଳା କେଶ ପାଇଁ ଭଲ । କିନ୍ତୁ ବହୁତ କମ୍ ଲୋକ ଅଁଳାକୁ ସଠିକ୍ ଭାବରେ ବ୍ୟବହାର…

ମେଡିକାଲ ବେଡରୁ ସାମ୍ନାକୁ ଆସିଲା ନବୀନ ଭିଡିଓ; କହିଲେ ଏପରି କିଛି..

ଭୁବନେଶ୍ବର: ପୁଣି ଥରେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଡିହାଇଡ୍ରେସନ୍‌ ଯୋଗୁଁ ସେ ରବିବାର ସଂଧ୍ୟା ସମୟରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ଏହି ସମୟରେ ମେଡିକାଲ ବେଡ୍ ରୁ ତାଙ୍କର ଏକ ଭିଡିଓ‌…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ମାଲକାନଗିରି: ସରକାରଙ୍କ ତରଫରୁ ଆତ୍ନନିର୍ଭରଶୀଳ ନୀତି ନକ୍ସଲଙ୍କୁ ବେଶ ଉତ୍ସାହିତ କରିଛି । ରବିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ପୋଲିସ ନିକଟରେ ୪ ଜଣ ମାଓବାଦୀ ଆସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା କ୍ୟାଡର ରହିଛନ୍ତି । ଏମାନେ…

ଆସନ୍ତାକାଲି ମାଲକାନଗିରିରେ ବନ୍ଦ ରହିବ ସମସ୍ତ ସ୍କୁଲ, ଛୁଟି ଘୋଷଣା କଲେ ଜିଲ୍ଲାପାଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କାଲି ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ରହିବ । ଅଙ୍ଗନବାଡ଼ି ସହ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଆସନ୍ତାକାଲି ତଥା ଅଗଷ୍ଟ ୧୮ ତାରିଖରେ ଅତିପ୍ରବଳ ବର୍ଷା ନେଇ ମାଲକାନଗିରି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି…

ନୂଆଁଖାଇ: ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ପାଇଁ ଧାର୍ଯ୍ୟ ହେଲା ଶୁଭ ଲଗ୍ନ

ବରଗଡ଼: ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ନିର୍ଧାରିତ ହେଲା ଚଳିତ ବର୍ଷର ନବାନ୍ନ ଭକ୍ଷଣର ଲଗ୍ନ । ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ରବିବାର ସନ୍ଧ୍ୟା ସମୟରେ ବିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ନୂଆଖାଇ ଲଗ୍ନ ଧର୍ଯ୍ୟ କରାଯାଇଛି l ତେବେ ମଆ ସମଲେଶ୍ୱରୀ ମନ୍ଦିର କମିଟି,…

ରୋହିତଙ୍କୁ କିଏ କହିଲେ ପ୍ରତିଦିନ ୧୦ କିଲୋମିଟର ଦୌଡ

ମୁମ୍ବାଇ: ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇ ସାରିଛନ୍ତି । ଏବେ ସେ କେବଳ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ୨୦୨୭ ବିଶ୍ୱକପ ଖେଳିବା ସହ ଭାରତକୁ ଚାମ୍ପିୟନ କରିବା ରୋହିତଙ୍କ ବଡ ସ୍ୱପ୍ନ ରହିଛି । ତେବେ ତାଙ୍କ ଫର୍ମ, ବୟସ ଓ…

“ଗରୁଡ଼” ଅଭିଯାନ ଶେଷ: ଅପରେସନର ଦ୍ଵିତୀୟ ସପ୍ତାହରେ ବିପୁଳ ମାତ୍ରାରେ ନିଶା ଦ୍ରବ୍ୟ, ଗାଡି ଓ ଟଙ୍କା…

ଭୁବନେଶ୍ୱର: ଶେଷ ହେଲା ଅପେରସନ "ଗରୁଡ଼" ଅଭିଯାନ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ "ଗରୁଡ଼" ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ଅଭିଯାନର…

ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ; ଜାଣନ୍ତୁ କିଏ ଏହି ରାଧାକୃଷ୍ଣନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ଏନଡିଏ।ରବିବାର ବିଜେପି ସଂସଦୀୟ ଦଳ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଜେପି ସଂସଦୀୟ ବୋର୍ଡର ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ…