Latest Odisha News

BREAKING NEWS

Monthly Archives

August 2025

Blue Aadhaar Card: ବ୍ଲୁ ଆଧାର କାର୍ଡ କ’ଣ? ଏହା କାହିଁକି ଆବଶ୍ୟକ ଏବଂ କିପରି ଆବେଦନ କରିବେ..

ନୂଆଦିଲ୍ଲୀ: ବ୍ଲୁ ଆଧାର କାର୍ଡ ହେଉଛି ଛୋଟ ପିଲାମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସ୍ୱତନ୍ତ୍ର ସୁବିଧା । ଏହା ଅଧୀନରେ, ନବଜାତ ଶିଶୁ ପାଇଁ ମଧ୍ୟ ଆଧାର କାର୍ଡ (ଶିଶୁ ଆଧାର ବାୟୋମେଟ୍ରିକ୍ ଅପଡେଟ୍) ତିଆରି କରାଯାଇପାରିବ ଯାହା ପାଇଁ ବାୟୋମେଟ୍ରିକ୍ ଆବଶ୍ୟକ ନାହିଁ,…

Farmers’s Registration Period: ରାଜ୍ୟ ସରକାରଙ୍କ ବଡ ଘୋଷଣା: ବଢିବ ଚାଷୀ ପଞ୍ଜୀକରଣ ଅବଧି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ବଢିବ ଚାଷୀ ପଞ୍ଜୀକରଣ ଅବଧି। ଯେଉଁ ଚାଷୀ ରହିଗଲେ, ସେମାନଙ୍କ ପାଇଁ ବିଚାର ଚାଲିଛି। ଖୁବଶୀଘ୍ର ନିଷ୍ପତି ନିଆଯିବ। କିନ୍ତୁ ପଞ୍ଜୀକରଣ ଅବଧି ବଢିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ‌…

ଜଳପ୍ରପାତରେ ଭାସିଗଲେ ଆଉ ଜଣେ ଯୁବକ

କେନ୍ଦୁଝର: କେନ୍ଦୁଝରର ଏକ ଜଳପ୍ରପାତର ପ୍ରବଳ ସ୍ରୋତରେ ଶୁକ୍ରବାର ଦିନ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣାଟି ଜିଲ୍ଲାର ପାଲଲହରା ସବ-ଡିଭିଜନ ଅନ୍ତର୍ଗତ ନାଗିରା ପଞ୍ଚାୟତର ଗର୍ଜନ ଖୋଲ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ଯୁବକ ଜଣକ କେନ୍ଦୁଝର ଜିଲ୍ଲାର ବଲରାଇ…

India-Japan Strategic Ties: ପସ୍ତେଇବ ଆମେରିକା, ଭାରତ କରିସାରିଲାଣି ପ୍ରସ୍ତୁତି….

ନୂଆଦିଲ୍ଲୀ: ପସ୍ତେଇବ ଆମେରିକା । ଭାରତ ଉପରେ ଶୁଳ୍କ ଓଲଟା ଭାରୀ ପଡିବ । ସବୁ ପ୍ରସ୍ତୁତି କରିସାରିଲାଣି ଭାରତ । ଆମେରିକା ସହିତ ଶୁଳ୍କ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାପାନ ଗସ୍ତ ୨୧ଶ ଶତାବ୍ଦୀର ଭାରତର ଭବିଷ୍ୟତକୁ ନୂତନ ପଥରେ ଅଗ୍ରସର କରିବା ଆରମ୍ଭ କରିଛି। ଭାରତ…

Delhi Kalkaji Temple: ‘ଦିଲ୍ଲୀରେ ଆଉ କେହି ସୁରକ୍ଷିତ ନୁହଁନ୍ତି’

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଦିଲ୍ଲୀର କାଲକାଜୀ ମନ୍ଦିରରେ ଜଣେ ସେବାଦାରଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନ୍ୟପକ୍ଷରେ, ସମଗ୍ର ମାମଲାରେ ରାଜନୈତିକ ଆରୋପ ଏବଂ ପ୍ରତିଆରୋପ ମଧ୍ୟ ଆରମ୍ଭ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…

ରାଜ୍ୟରେ ସାର ଅଭାବ; କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀ କୂଳ ଏକପ୍ରକାର ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ସାର ପାଇଁ ଆଜି ରାସ୍ତାରେ ଚାଷୀ…

Modi’s Bullet Train Ride: ଜାପାନ ପିଏମଙ୍କ ସହ ବୁଲେଟ ଟ୍ରେନରେ ବୁଲିଲେ ମୋଦି, ଭାରତ ବି ଚାହୁଁଛି ଏକ…

ନୂଆଦିଲ୍ଲୀ: ଏବେ ପିଏମ୍ ମୋଦି ଜାପାନ ଗସ୍ତରେ ଅଛନ୍ତି । ଆଜି ତାଙ୍କ ଗସ୍ତର ଦ୍ବିତୀୟ ଦିନ । ଏହି ସମୟରେ ସେ ଜାପାନ ପ୍ରଧାନମନ୍ତ୍ରୀ ଶିଙ୍ଗେରୁ ଇଶିବାଙ୍କ ସହିତ ଏକ ବୁଲେଟ୍ ଟ୍ରେନରେ ଯାତ୍ରା କରିଥିଲେ । ସେ ଘଣ୍ଟା ପ୍ରତି ୪୦୦ କିଲୋମିଟର ବେଗରେ ଚାଲୁଥିବା ଏହି ଟ୍ରେନ୍‌ରେ ଟୋକିଓରୁ…

PM Modi Japan Visit: ନୂଆ ପିଢିଙ୍କ ପାଇଁ ସୁଯୋଗର ବାଟ ଖୋଲିଲେ ମୋଦି, ଜାପାନ ସହ କଲେ ଚୁକ୍ତିନାମା, ଦେବ ୫୦…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଗଳାମୀ ନୀତି ବିଶ୍ୱରେ ଅଶାନ୍ତି ସୃଷ୍ଟି କରିଛି। ଭାରତ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ଯାହାର ବିକଳ୍ପରେ ଭାରତ ବର୍ତ୍ତମାନ ବିଶ୍ୱର ଅନ୍ୟ ସମସ୍ତ ଦେଶ ଏବଂ ବଡ଼ ଅର୍ଥନୀତି ସହିତ କାମ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଆମେରିକା…

Former Vice President: ବିଧାନସଭାରେ ପେନସନ ପାଇଁ ଆବେଦନ କଲେ ଜଗଦୀପ ଧନଖଡ଼, ଜାଣନ୍ତୁ ଖାତାକୁ ଆସିବ କେତେ…

ନୂଆଦିଲ୍ଲୀ: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ୨୨ ଜୁଲାଇରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ପଛରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲେ। ଇସ୍ତଫା ଦେବା ପରେ ଜଗଦୀପ ଧନଖଡ଼ ନଜରକୁ ଆସିନାହାଁନ୍ତି। କୌଣସି କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା। ତାଙ୍କର…

Jagannath Temple Viral Photo: ପୁଣି ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ, ସେୟାର କଲେ ସିକିମ୍…

ଭୁବନେଶ୍ବର: ପୁଣି ପୁରୀ ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ…