Latest Odisha News

BREAKING NEWS

Monthly Archives

September 2025

Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ, ୧୩ ଯାଏ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ଵର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଏହାରି ଭିତରେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଫଳରେ ୧୦ରୁ ବଢିବ ବର୍ଷାର ପରିମାଣ। ୧୩ ଓ ୧୪ ତାରିଖ ବେଳକୁ କେନ୍ଦ୍ରୀୟ ତଥା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ଅଧିକ ପ୍ରଭାବ ଦକ୍ଷିଣ…

ସ୍ଵର୍ଗତ ବିଭୂତି ଭୂଷଣଙ୍କ ସ୍ମୃତିରେ’ବିଭୂତି ବିଭବ’କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର: ସ୍ଵର୍ଗତ ବିଭୂତି ଭୂଷଣ ପ୍ରଧାନଙ୍କ ରଚନାରେ ଗ୍ରାମୀଣ ଜୀବନର ନିଚ୍ଛକତା ସହ ମନର ତୁଚ୍ଛତା ମଧ୍ୟ ଅତି ଯୋଗ୍ୟ ଭାବରେ ବର୍ଣ୍ଣିତ ହୋଇଥାଏ। ତାଙ୍କର ରଚନାର ପ୍ରତ୍ୟେକ ବାକ୍ୟ ଉଭୟ ହସେଇ, କନ୍ଦେଇ ଓ ଭିଜେଇ ଦେଇପାରେ। ସେ ହେଉଛନ୍ତି ଆମେ ଛାଡ଼ି ଆସିଥିବା ସ୍ମୃତିର ଚିତ୍ରକର। କୁହାଯାଏ…

ବିଜେଡିର ନବନିଯୁକ୍ତ ଯୁବ ଛାତ୍ର ସଭାପତିଙ୍କ ଦାୟିତ୍ୱ ଗ୍ରହଣ; ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର:ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିକଟରେ ମନୋନୀତ ହୋଇଥିବା ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁ ଆଜି ଶତାଧିକ ଯୁବ ଛାତ୍ର କର୍ମୀଙ୍କ ସହ ଏକ ପଟୁଆରରେ ଆସି ଶଙ୍ଖ ଭଵନରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଶଙ୍ଖ ଭଵନରେ ଦୁଇ ନେତାଙ୍କୁ…

ନେପାଳରେ ହିଂସା; ଭାରତ ସୀମାରେ ହାଇ ଆଲର୍ଟ 

ନୂଆଦିଲ୍ଲୀ: ନେପାଳ ସରକାର ୨୬ରୁ ଅଧିକ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଯୁବପିଢି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ସନ୍ଧ୍ୟାରେ ନେପାଳ-ଭାରତ ସୀମା ଅନ୍ତର୍ଗତ ଝାପା ଜିଲ୍ଲାର ବିର୍ତା ମୋଡରେ ଏକ ବଡ଼ ଧରଣର ହିଂସାତ୍ମକ କାଣ୍ଡ ଘଟିଥିବା ସୂଚନା ମିଳିଛି।…

ଧୋନିଙ୍କ ହାତରେ ବ୍ୟାଟ୍‌ ନୁହେଁ ବନ୍ଧୁକ, ଚମତ୍କାର ଅଭିନୟ ସହ ଭିନ୍ନ ଅନ୍ଦାଜରେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: ସିନେମାରେ ଏଣ୍ଟ୍ରି ମାରିଲେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି । ବ୍ୟାଟ ବଦଳରେ ଧୋନିଙ୍କ ହାତରେ ଦେଖିବାକୁ ମିଳିଲା ବନ୍ଧୁକ । ଫିଲ୍ମ ଦି ଚେଜରରେ ଦେଖିବାକୁ ମିଳିଛି ଧୋନିଙ୍କ ଅଭିନୟ । ଧୋନିଙ୍କ ଅଭିନିତ ଫିଲ୍ମର ଟିଜର ରିଲିଜ ହେବା ପରେ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ…

କଂଗ୍ରେସ ବିରୋଧରେ କ୍ରସ ଭୋଟିଂ କରାଇଥିଲେ ଇନ୍ଦିରା ଗାନ୍ଧୀ, ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ କରାଇଥିଲେ…

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ପଦ ନିର୍ବାଚନରେ କ୍ରସ୍ ଭୋଟିଂର ଦାବି ହୋଇଛି। ଏନ୍‌ଡିଏ ଏବଂ ଇଣ୍ଡିଆ ବ୍ଲକ୍ ଦୁହେଁ ୯ ସେପ୍ଟେମ୍ବରରେ ହେବାକୁ ଥିବା ନିର୍ବାଚନରେ କ୍ରସ୍ ଭୋଟିଂ ମାଧ୍ୟମରେ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବାକୁ ଦାବି କରୁଛନ୍ତି। ବାସ୍ତବରେ, ଯେଉଁ ନିର୍ବାଚନରେ ହ୍ୱିପ୍ ଲାଗୁ…

ଭିତରକନିକାରେ ମା ଓ ପୁଅ ନିଖୋଜ ଘଟଣା; ୫ ଦିନ ପରେ ଉଦ୍ଧାର

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାଉଁସଗଡା ନଦୀରେ କଙ୍କଡ଼ା ଧରୁଥିବା ସମୟରେ ଜଣେ ମହିଳା ଓ ତାଙ୍କ ପୁଅ ପାଞ୍ଚ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ। ସୋମବାର ଦିନ ଉଭୟ ହାବାଲା ଜଙ୍ଗଲରେ ସୁରକ୍ଷିତ ଭାବରେ ମିଳିଥିବାର ସୂଚନା ମିଳିଛି। ଉଭୟ…

ଆତଙ୍କବାଦୀ ଆକ୍ରମଣ, ବସ୍ ଉପରେ ଆଖିବୁଜା ଗୁଳିଚାଳନା; ୬ ମୃତ , ୧୫ ଆହତ

ନୂଆଦିଲ୍ଲୀ:ଇସ୍ରାଏଲର ଜେରୁସେଲମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣ ସମୟରେ ଏକ ବସ୍ କୁ ଟାର୍ଗେଟ କରାଯାଇଥିଲା। ସୋମବାର ଜେରୁସେଲମର ରାମୋଟ୍ ଜଙ୍କସନରେ ଏକ ବସ୍ ଷ୍ଟପରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଗୁଳିକାଣ୍ଡରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୧୫ ଜଣ ଆହତ…

ନେତାଙ୍କ ଚମଡା ମୋଟା; କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପ୍ରଚାର ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡିଙ୍କ ଭାଷଣକୁ ନେଇ ରାଜ୍ୟ ବିଜେପି ଦ୍ୱାରା ଏକ ଅଭିଯୋଗ ଦାଖଲ କରାଯାଇଥିଲା। ତେଲେଙ୍ଗାନା ହାଇକୋର୍ଟ ଅଗଷ୍ଟ ୧ରେ ଏହାର ଶୁଣାଣି କରି ଖାରଜ କରିଦେଇଥିଲେ। ପରେ ହାଇକୋର୍ଟର ଆଦେଶକୁ…

ରାସନ ଚାଉଳକୁ ନେଇ ବାପାଙ୍କୁ ହତ୍ୟା କରିଥିଲା ପୁଅ; ଏବେ ଆଜୀବନ କାରାଦଣ୍ଡ

ଯାଜପୁର:ପିତୃହନ୍ତା ଯୁବକକୁ ଆଜୀବନ କାରାଦଣ୍ଡାଦେଶ । ୨୦୨୦ ବିଞ୍ଝାରପୁର ବାଛୋଳ ଗାଁ ହତ୍ୟାକାଣ୍ଡ ମାମଲାରେ ଆସିଲା ରାୟ । ଦୋଷୀ ଗୁରୁଚରଣ ବେହେରାକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ୍ । ରାସନ ଚାଉଳକୁ କେନ୍ଦ୍ର କରି ବଚସା ପରେ ବାପାକୁ ହତ୍ୟା କରିଥିଲା । ୧୮ ପୃଷ୍ଠାର…