Latest Odisha News

BREAKING NEWS

Monthly Archives

September 2025

କାର ଚଲାଉଥିବା ସମୟରେ ଶୋଇଯାଇଥିଲେ, iPhoneର ଏହି ଫିଚର୍‌ ବଞ୍ଚାଇଦେଲା ଜୀବନ

ନୂଆଦିଲ୍ଲୀ: ଆଇଫୋନ ଲଗାତାର ତା' ଆପୁଲ୍ ୱାଚ୍'ରେ ଏପରି ସୁରକ୍ଷା ଫିଚର ଯୋଡୁଛି ଯାହା କେବଳ ଟେକ୍ନୋଲୋଜିରେ ଆଗୁଆ ରହୁଛି ତାହା ନୁହେଁ ମାନବ ଜୀବନକୁ ମଧ୍ୟ ବଞ୍ଚାଇପାରୁଛି। ସମ୍ପ୍ରତି ଆମେରିକାର ୧୬ ବର୍ଷୀୟ ଲିଣ୍ଡସେ ଲେସ୍କୋଭେଙ୍କ ଦୁର୍ଘଟଣା ଏହାର ଏକ ବଡ଼ ଉଦାହରଣ । ଆଇଫୋନ୍'ର କ୍ରାଶ…

Malkangiri Mao: ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ଜଙ୍ଗଲରୁ ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଏସଟିଏଫ୍, ଡିଆରଜି ଏବଂ ସିଆରପିଏଫ୍ ଜବାନଙ୍କ ପକ୍ଷରୁସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଏହି ୧୬ ଜଣ ହାର୍ଡକୋର…

ବିଶ୍ୱର କେଉଁ ଦେଶରେ ହୋଇନଥାଏ ନିର୍ବାଚନ? ଭୋଟ କ’ଣ ଜାଣିନଥାନ୍ତି ଲୋକ

ନୂଆଦିଲ୍ଲୀ:  ଆଜି ଆମେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ (One Nation, One Election) ଭଳି ବିଚାରଗୁଡ଼ିକ ଉପରେ ଆଲୋଚନା କରୁଛୁ, ଯାହାକି ସମଗ୍ର ଦେଶରେ ଗୋଟିଏ ଥରରେ ନିର୍ବାଚନ କରାଯାଇପାରେ। ଭାରତ ଭଳି ଏକ ଗଣତନ୍ତ୍ର ଦେଶରେ ଭୋଟ୍ ଦେବା ଏକ ସାଧାରଣ ବିଷୟ, ଏବଂ ପ୍ରତ୍ୟେକ ନାଗରିକଙ୍କର…

Archana Nag: ଅର୍ଚ୍ଚନା ନାଗଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ । ରାତି ଅଧରେ ଘରେ ପଶି ମାରଣାସ୍ତ୍ରରେ ଅର୍ଚ୍ଚନା ଓ ତାଙ୍କ ପୁଅଙ୍କୁ ଆକ୍ରମଣ ସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅର୍ଚ୍ଚନା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସ୍ବାମୀ ଜଗବନ୍ଧୁଙ୍କୁ…

Balochistan: ରାଲିରେ ଆତ୍ମଘାତୀ ବୋମା ବିସ୍ଫୋରଣ; ୧୪ ମୃତ, ୩୫ ଆହତ

ପାକିସ୍ତାନ: କ୍ୱେଟା (Quetta)ରେ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି (BNP) ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାର ସମାପ୍ତି ପରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୫ ଜଣ ଆହତ ହୋଇଛନ୍ତି । ଏକ୍ସପ୍ରେସ…

Yamuna Flood Situation: ବିପଦ ସଙ୍କେତ ଉପରେ ପ୍ରବାହିତ ଯମୁନା ନଦୀ ଜଳସ୍ତର, ଭୟଙ୍କର ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଉତ୍ତର ଭାରତରେ ସେପ୍ଟେମ୍ବର ମାସରେ ମଧ୍ୟ ମୌସୁମୀର ପ୍ରକୋପ ଥମିବାର ନାଁ ନେଉନାହିଁ । ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିଦେଇଛି । ନଦୀଗୁଡିକରେ ଜଳସ୍ତର…

China Military Parade: ଚୀନର ବିଶାଳ ପରେଡରେ ପୁଟିନ୍, ପେଜେସ୍କିୟାନ୍, କିମ୍ ଜୋଙ୍ଗ୍ ସମେତ ଅନେକ ଆମେରିକୀୟ ଶତ୍ରୁ…

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନୀ ଆକ୍ରମଣ ବିରୁଦ୍ଧରେ ବିଜୟର ୮୦ ତମ ବାର୍ଷିକୀରେ ଆୟୋଜିତ ଏକ ମହାନ ସାମରିକ ପରେଡ୍ ମାଧ୍ୟମରେ ବୁଧବାର ଚୀନ୍ ତାର ଆଧୁନିକ ସାମରିକ ଶକ୍ତି ପ୍ରଦର୍ଶନ କରିଛି। ଏହି ସମୟରେ, ଚୀନ୍ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଜେଟ୍ ଲଢ଼ୁଆ ବିମାନ, କ୍ଷେପଣାସ୍ତ୍ର…

Weather Update: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉପକୂଳ ଓଡ଼ିଶା ଅତିକ୍ରମ କରିବ । ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି…

Afghanistan Earthquake: ଭୂମିକମ୍ପ ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲା ଭାରତ; କାବୁଲରେ ପହଞ୍ଚିଲା ୨୧ ଟନ୍…

ନୂଆଦିଲ୍ଲୀ: ଭାରତ ଆଫଗାନିସ୍ତାନର ପ୍ରକୃତ ବନ୍ଧୁ। ଏହା ପୁଣିଥରେ ପ୍ରମାଣିତ ହୋଇଛି। ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଭାରତ ପୁଣି ଥରେ ପ୍ରଥମେ ସାହାଯ୍ୟର ହାତ ବଢ଼ାଇଛି । ଭୂମିକମ୍ପ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ରିଲିଫ୍ ସାମଗ୍ରୀ ପଠାଇବା ଆରମ୍ଭ କରିଛି।…