Latest Odisha News

BREAKING NEWS

Monthly Archives

September 2025

୨୦ କୋଟି ଅନଲାଇନ ଠକେଇ ମାମଲାରେ ପୂର୍ବତନ ସେନା କର୍ମଚାରୀ ଗିରଫ

କଟକ: କଟକ ସାଇବର ପୋଲିସ ସୋମବାର ଦିନ ଏକ ଅନଲାଇନ୍ ଠକେଇର ପର୍ଦ୍ଦାଫାଶ କରିଛି। ଓଡ଼ିଶାରେ ହଜାର ହଜାର ଲୋକଙ୍କୁ ପ୍ରାୟ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ପୋଲିସ ଅନୁସାରେ, କଟକ ବାଦାମବାଡିର ରାଜେନ୍ଦ୍ର ନଗର ଅଞ୍ଚଳର…

ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପରେ ପ୍ରତିନିଧିତ୍ୱ କରିବେ ଓଡିଶାର ୪ ଜିମ୍ନାଷ୍ଟ

ଭୁବନେଶ୍ୱର: ଓଡିଶାର ୪ଜଣ ଜିମ୍ନାଷ୍ଟ ଦେଶ ପକ୍ଷରୁ ଏଫଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପ ୨୦୨୫ରେ ପ୍ରତିନିଧିତ୍ୱ କରିବା ପାଇଁ ସୌଭାଗ୍ୟ ଅର୍ଜନ କରିଛନ୍ତି । ଫ୍ରାନ୍ସ ଓ ହଙ୍ଗେରୀରେ ଏହା ଆୟୋଜିତ ହେବ । ଏମାନେ ସମସ୍ତେ ଓଡିଶା ଏଏମ/ଏନଏସ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପର୍ଫମାନ୍ସ ସେଂଟରରେ…

FIG World Challenge Cup 2025: ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ…

ଭୁବନେଶ୍ୱର: ଭାରତୀୟ ଜିମ୍ନାଷ୍ଟିକ୍ସର ବର୍ଦ୍ଧିତ ଶକ୍ତିର ପ୍ରଦର୍ଶନ ସ୍ୱରୂପ, ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ୪ ଜଣ ଜିମ୍ନାଷ୍ଟିକ୍ ଙ୍କୁ ଫ୍ରାନ୍ସର ପ୍ୟାରିସ ଏବଂ ହଙ୍ଗେରୀର ସ୍ଜୋମ୍ବାଥେଲିଠାରେ ଆୟୋଜିତ ହେବାକୁଥିବା ସମ୍ମାନଜନକ…

ରାଜ୍ୟରେ ସାର ଯୋଗାଣରେ ବ୍ୟତିକ୍ରମ ହୋଇଥିବା ସ୍ପଷ୍ଟ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାର ଅଭାବକୁ ନେଇ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟରେ ସାରର ଅଭାବକୁ ନେଇ ଚାଷୀମାନେ…

ପୁରୀର ଶ୍ରୀଜଗନ୍ନାଥ ଷ୍ଟାଡିୟମ ହେଉଛି ବିବର୍ଣ୍ଣ, ଅନୂପଯୋଗୀ

ପୁରୀରେ ଷ୍ଟାଡିୟମର ଘୋର ଆବଶ୍ୟକତା ଥିଲା । ବହୁତ ବର୍ଷ ମୁଣ୍ଡ ବାଡେଇବା ପରେ ପେଣ୍ଠକଟାରେ ମହା ଆଡମ୍ବରରେ ନିର୍ମାଣ ହେଲା ଶ୍ରୀଜଗନ୍ନାଥ ଷ୍ଟାଡିୟମ । ପାଣି ଭଳି ଅର୍ଥ ଖର୍ଚ୍ଚ ହେଲା । ୧୦୦ କୋଟି ଖର୍ଚ୍ଚ ହୋଇଥିବା କେତେକ ରିପୋର୍ଟରେ ପ୍ରକାଶ ପାଇଛି । ଗତ ସରକାର ଯିବା ପୂର୍ବରୁ କଷ୍ଟମଷ୍ଟେ…

Ignou: ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫ ତାରିଖକୁ ବୃଦ୍ଧି

ଭୁବନେଶ୍ବର: ଇଗ୍ନୋର ନାମଲେଖା ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ସେପ୍ଟେମ୍ବର ୧୫ ତାରିଖ…

Silver Jewellery Hallmarking: ୧ ସେପ୍ଟେମ୍ବରରୁ ରୂପା ଅଳଙ୍କାରରେ ହଲମାର୍କ, ଗ୍ରାହକଙ୍କ ପାଇଁ ଏହା କାହିଁକି…

ନୂଆଦିଲ୍ଲୀ: ଏବେ ଭାରତରେ ରୂପା ଅଳଙ୍କାର ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ସେପ୍ଟେମ୍ବର ୧ ଠାରୁ ସରକାର ରୂପା ଅଳଙ୍କାର ଉପରେ ଏକ ନୂତନ ହଲମାର୍କିଂ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ ନୁହେଁ, କିନ୍ତୁ ଗ୍ରାହକଙ୍କ ଇଚ୍ଛା ଉପରେ ନିର୍ଭର କରେ ।…

Odisha Yatri App: ଓଡ଼ିଶା ଯାତ୍ରୀ ଆପ୍‌ ସହାୟତାରେ କିଣିପାରିବେ ଆମ ବସ୍‌ ଏବଂ ଚିଲିକା ବୋଟିଂ ଟିକେଟ୍

ଭୁବନେଶ୍ବର: ଓଡ଼ିଶା ଯାତ୍ରୀ ଆପ୍‌ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଏଣିକି ଏହି ଆପ୍‌ ମାଧ୍ୟମରେ ଆମ ବସ୍‌ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍‌ କିଣିପାରିବେ । ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖକର ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ…

Economic Zone: ଓଡିଶାରେ ହେବ ୩ ଅର୍ଥନୈତିକ ଜୋନ୍: ପରିବହନ ସଚିବ

ଭୁବନେଶ୍ୱର: ରାଜ୍ୟରେ ୩ ଅର୍ଥନୈତିକ ଜୋନ୍ ହେବ କହିଲେ ପରିବହନ ସଚିବ ଉଷା ପାଢ଼ୀ । ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍‌ । କ୍ବାଡ୍ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ପ୍ଲାନ୍ ରଖିଛନ୍ତି ବୋଲି ସେ କହିଛନ୍ତି । ସେହିପରି, ସୁନାବେଡ଼ା, କୋରାପୁଟ୍,…

ଯିଏ ଜନତାଙ୍କୁ ଯେତେ ବୋକା ବନାଇପାରିବ, ସେ ସେତେ ସଫଳ ରାଜନେତା: ନୀତିନ ଗଡକରୀ 

ନୂଆଦିଲ୍ଲୀ: ନିଜ ସ୍ପଷ୍ଟବାଦୀ ବକ୍ତବ୍ୟ ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆଉ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ନାଗପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ସେ ଏଭଳୀ କହି ଯେ ଯାହାକୁ ଖୋଲା ମଞ୍ଚରେ କୌଣସି କେନ୍ଦ୍ରମନ୍ତ୍ରୀ ଗ୍ରହଣ କରିବେ ନାହିଁ। ନୀତିନ…