ହାଣ୍ଡିଆ ଟିକକ ପାଇଁ ସ୍ତ୍ରୀକୁ ବାଡ଼େଇ ବାଡ଼େଇ ମାରିଦେଲା ସ୍ୱାମୀ
ମୟୂରଭଞ୍ଜ:ଘରେ ଥିବା ସାମାନ୍ୟ ହାଣ୍ଡିଆ ସବୁ ସ୍ତ୍ରୀ ପିଇ ଦେବାରୁ କାଠ ଫାଳିଆରେ ବାଡ଼େଇ ବାଡ଼େଇ ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗାଁରୁ ଆସିଛି ଅଭିଯୋଗ ।
ମୃତକ ହେଲେ ଗୁରୁ ପ୍ରସାଦ ସିଂଙ୍କ ସ୍ତ୍ରୀ ସୀତା ସିଂ ।
ସୂଚନାଯୋଗ୍ୟ ଯେ, ଗୁରୁପ୍ରସାଦ କାମରୁ…