Latest Odisha News

BREAKING NEWS

Monthly Archives

September 2025

Earthquake Jolts Russia’s Kamchatka: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ରୁଷିଆ, ୨ ମାସରେ ୨ୟ ଭୟଙ୍କର,…

ନୂଆଦିଲ୍ଲୀ: ରୁଷିଆରେ ଆଜି ପୁଣି ଏକ ଭୟଙ୍କର ଭୂମିକମ୍ପ ହୋଇଛି । ରୁଷର କାମଚଟକାରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳଷ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ମାପ କରାଯାଇଛି। ରୁଷର ପୂର୍ବରେ ଥିବା ସମାନ ଅଞ୍ଚଳ କାମଚଟକା ଗତ ଜୁଲାଇ ମାସରେ ଭୂମିକମ୍ପରେ ଥରିଉଠିଥିଲା । ଯାହା…

Aama Bus Strike: ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ‌, ୪୨ ଦିନ ହେବ ମିଳୁନି ଦରମା

ଭୁବନେଶ୍ୱର: ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ରାଜଧାନୀରେ ଗଡୁନି ଆମ ବସ୍। ୪୨ ଦିନ ହେବ ଦରମା ମିଳିନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ। ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍‌। ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ।…

ଆଉ ୬ମାସ ବଢ଼ିଲା ପିଏମ୍ କିଷାନ ଅବଧି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କେୱାଇସି ସମୟ ସୀମାକୁ ଛଅ ମାସ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅବଧି ବୃଦ୍ଧିର ଲକ୍ଷ୍ୟ ହେଉଛି ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା…

୨ ବର୍ଷର ହିଂସା ପରେ ମୋଦିଙ୍କ ପ୍ରଥମ ମଣିପୁର ଗସ୍ତ, ଜାଣନ୍ତୁ କଣ ରହିଛି ଖାସ୍…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଣିପୁର ଗସ୍ତ କରିବେ। ସେ ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ ବିସ୍ଥାପିତ ଲୋକଙ୍କ ସହିତ ଆଲୋଚନା କରିବେ। ରାଜ୍ୟରେ ହୋଇଥିବା ଜାତିଗତ ହିଂସାର ୨ ବର୍ଷ ପରେ ଏହା ମୋଦିଙ୍କର ପ୍ରଥମ ମଣିପୁର ଗସ୍ତ ହେବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ…

ମାର୍ଚ୍ଚ ୨୦୨୬ରେ ନେପାଳରେ ହେବ ନିର୍ବାଚନ, ଦେଶ ପାଇବ ନୂଆ ସରକାର

କାଠମାଣ୍ଡୁ: ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ କ୍ଷମତା ଗ୍ରହଣ କରିବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ନେପାଳରେ ୨୧ ମାର୍ଚ୍ଚ ୨୦୨୬ରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ନେପାଳ ଏକ…

ଭାରତୀୟ ଲ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‍ ଦିନେଶ ମହାଶ୍ୱେରୀଙ୍କ ଦ୍ୱାରା ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ…

ଭୁବନେଶ୍ୱର: ଭାରତର ୨୩ତମ ଭାରତୀୟ ବିଧି ଆୟୋଗ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ଦିନେଶ ମାହେଶ୍ୱରୀଙ୍କ ଦ୍ୱାରା କିଟ୍‍ ଲ ସ୍କୁଲରେ ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ଉଦ୍‍ଘାଟିତ ହୋଇଯାଇଛି। ୩ଦିନ ଧରି ଚାଲିବାକୁ ଥିବା…

ସେପ୍ଟେମ୍ବର ୨୮ରେ ୨ୟ ନ୍ୟାସନାଲ ମେଡିଏସନ କର୍ମଶାଳା; ଯୋଗଦେବେ ଭାରତର ମୁଖ୍ୟ ବିଚାରପତିଙ୍କ ସମେତ…

ଭୁବନେଶ୍ୱର: ମଧ୍ଯସ୍ଥତା ମାଧ୍ୟମରେ ମକଦମା ଗୁଡିକର ସମାଧାନ ନେଇ ଚଳିତ ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ବରରେ ହେବାକୁ ଯାଉଛି ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା । ଲୋକସେବା ଭବନ ସ୍ଥିତ କନଭେନସନ ହଲରେ ହେବାକୁ ଥିବା ଏହି କର୍ମଶାଳାକୁ ସବୁ ଦିଗରୁ ସଫଳ କରିବା ଲାଗି ଆଇନ, ପୂର୍ତ୍ତ ଓ…

୪ର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ୨୦୨୫: ପୂର୍ବତଟ ରେଳପଥ ହକି ଟିମର ଟାଇଟଲ ହାସଲ

ରାଉରକେଲା: ପୂର୍ବତଟ ରେଳପଥ ହକି ଟିମ (East Coast Railway (ECoR) )ଓଡ଼ିଶା ହକି ସଂଘ (HAO) ଦ୍ୱାରା ଆୟୋଜିତ ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ୨୦୨୫ ର ଟାଇଟଲ ବିଜେତା ହୋଇଛି। ୬ ରୁ ୧୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରାଉରକେଲାରେ ଅନୁଷ୍ଠିତ ଏହି ଚାମ୍ପିଅନସିପ୍ ରେ…

Truck Runs Over Ganesh Visarjan Devotees:ଗଣେଶ ଭସାଣ ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୮ ମୃତ, ୨୦…

ନୂଆଦିଲ୍ଲୀ: ଗଣେଶ ମହୋତ୍ସବ ମଧ୍ୟରେ କର୍ଣ୍ଣାଟକର ହସନ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ଆସିଛି। ଶୁକ୍ରବାର ରାତିରେ ଏଠାକାର ଏକ ଗାଁରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଉପରେ ଏକ ଅନିୟନ୍ତ୍ରିତ ଟ୍ରକ୍ ମାଡ଼ିଗଲା । ଶୋଭାଯାତ୍ରାରେ ସାମିଲ ଥିବା ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଲୋକ ଆହତ…

ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ଏକ ଦିନରେ ୨.୬୩ କୋଟିର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ "ଏନ୍‌ଫୋର୍ସମେଣ୍ଟ ସ୍ପେଶାଲ୍ ଡ୍ରାଇଭ୍"ର ୧୧ତମ ଦିନରେ ଏକ ବଡ଼ ସଫଳତା ସହ ମୋଟ ୨.୬୩ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି। ଏହି ବଡ଼ ଅଭିଯାନରେ ୨୬୩ଟି ମାମଲା ରୁଜୁ ହେବା ସହ ୧୫୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୩,୮୨୭ BL…