ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍; ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ..
ପୁରୀ: ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ବିପଦରେ । ମନ୍ଦିର ଉପରେ ଦୀର୍ଘ ସମୟ ଧରି ଉଡିଲା ଡ୍ରୋନ । ବାଲିସାହି ପଟୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ନୀଳଚକ୍ର ପାଖକୁ ଯାଇ ଡ୍ରୋନ୍ରେ ଅନେକ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିବା ସୂଚନା ରହିଛି । ଯାହା ମନ୍ଦିରର ସୁରକ୍ଷାକୁ…