କେକେଆରକୁ ମିଳିଲା ଆଉ ଏକ ରହସ୍ୟମୟ ସ୍ପିନର
କୋଲକାତା: ଆଇପିଏଲ ମିନି ନିଲାମରେ କୋଲକାତା ନାଇଟ ରାଇଡର୍ସକୁ ଆଉ ଜଣେ ରହସ୍ୟମୟ ସ୍ପିନର ମିଳିଛନ୍ତି । ୨୨ ବର୍ଷୀୟ ଦକ୍ଷ କାମରାଙ୍କୁ କେକେଆର ୩୦ ଲକ୍ଷ ଟଙ୍କାରେ ଦଳରେ ନେଇଛି । ତାଙ୍କ ବୋଲିଂ ଆକ୍ସନ ଦଳର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତିଙ୍କ ସହ ମେଳ ଖାଉଛି । ବରୁଣ କ୍ରମାଗତ ଭାବେ ଭଲ…