ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସୁସ୍ଥ ହୋଇଥିବା ୧୪୦୯ ଜଣଙ୍କ ମଧ୍ୟରୁ ୪୩୫ ଜଣ ଖୋର୍ଦ୍ଧା, ୨୭୭ ଜଣ ଗଞ୍ଜାମରୁ, ୨୨୫ ଜଣ କଟକରୁ, ୨୧୮ ଜଣ ପୁରୀରୁ, ୧୮୨ ଜଣ କୋରାପୁଟରୁ, ୧୩୫ ଜଣ ଯାଜପୁରରୁ, ୧୧୯ ଜଣ ମୟୁରଭଞ୍ଜରୁ, ୧୦୧ ଜଣ ବାଲେଶ୍ୱରରୁ, ୮୯ ଜଣ ଗଜପତିରୁ, ୭୫ ଜଣ ମାଲକାନଗିରିରୁ, ୭୨ ଜଣ ସୁନ୍ଦରଗଡରୁ, ସମ୍ବଲପୁରରୁ ୬୪ ।
ସେହିପରି ୫୧ ଜଣ ବଲାଙ୍ଗିରରୁ, କଳାହାଣ୍ଡିରୁ ୪୮, ୪୭ ଜଣ କନ୍ଧମାଳରୁ, ୪୩ ଜଣ ଭଦ୍ରକରୁ, ୪୨ ଜଣ ଝାରସୁଗୁଡାରୁ, ସୋନପୁରରୁ ୩୮, ବରଗଡରୁ ୩୬, ୩୩ ଜଣ ନୟାଗଡରୁ, ୩୧ ଜଣ ବୌଦ୍ଧରୁ, ୩୦ ଜଣ ଢେଙ୍କାନାଳରୁ, ୩୦ ଜଣ କେନ୍ଦୁଝରରୁ, ୨୫ ଜଣ କେନ୍ଦ୍ରାପଡାରୁ, ରାୟଗଡାରୁ ୨୫, ଜଗତସିଂହପୁରରୁ ୧୭, ୧୧ ଜଣ ନବରଙ୍ଗପୁରରୁ, ଅନୁଗୁଳରୁ ୫, ଦେବଗଡ ଓ ନୂଆପଡାରୁ ୩ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
Comments are closed.