ଭୁବନେଶ୍ୱର: ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩୦ ଜିଲ୍ଲାରୁ ୨, ୫୪୬ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧.୫୦୪ ଜଣ କ୍ୱାରେଣ୍ଟାଇନ୍ ସେଂଟର ହୋଇଥିବା ବେଳେ ୧,୦୪୨ ହେଉଛି ଲୋକାଲ କେସ୍ ।
6. Boudh: 37
7. Cuttack: 134
8. Deogarh: 14
9. Dhenkanal: 25
10. Gajapati: 10
11. Ganjam: 34
12. Jagatsinghpur: 86
13. Jajpur: 90
14. Jharsuguda: 57
15. Kalahandi: 75
16. Kandhamal: 49
17. Kendrapada: 75
18. Keonjhar: 43
19. Khurda: 410
20. Koraput: 72
21. Malkangiri: 27— I & PR Department, Odisha (@IPR_Odisha) October 11, 2020
ଆଜି ଚିହ୍ନଟ ସଂକ୍ରମିତଙ୍କ ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଜି ମଧ୍ୟ ଜିଲ୍ଲାରୁ ସର୍ବାଧିକ ୪୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା’ପଛକୁ ରହିଛି ଅନୁଗୁଳ । ଅନୁଗୁଳ ଜିଲ୍ଲାରୁ ଆଜି ୨୦୮ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ସୁନ୍ଦରଗଡରୁ ୧୬୧, କଟକରୁ ୧୩୪, ମୟୂରଭଂଜରୁ ୧୨୦, ବାଲେଶ୍ୱରରୁ ୧୦୩, ବରଗଡରୁ ୯୨, ଯାଜପୁରରୁ ୯୦, ଜଗତସିଂହପୁରରୁ ୮୬, ନୂଆପଡାରୁ ୮୮, ବଲାଙ୍ଗିରୁ ୮୫, ସମ୍ବଲପୁରରୁ ୮୪ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜିର ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨ଲକ୍ଷ ୫୨ ହଜାର, ୨୩୯ରେ ପହଂଚିଛି । ଏଥିମଧ୍ୟରୁ ୨୬୮୯୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୨୪୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed.