Latest Odisha News

BREAKING NEWS

ଲୋକାର୍ପିତ ହେବ ଶଶିଭୂଷଣ ମହାନ୍ତିଙ୍କ ଦ୍ଵିତୀୟ ଗଳ୍ପ ସଂକଳନ

ଭୁବନେଶ୍ୱର : ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଦ୍ଵିତୀୟ ଗଳ୍ପ ସଂକଳନ ତୃଷ୍ଣାର ଲୋକାର୍ପଣ ଉତ୍ସବ ସହୀଦ ନଗର ସ୍ଥିତ ବିଷ୍ଣୁ ମନ୍ଦିରରେ ୨୦ ତାରିଖରେ ଅନୁଷ୍ଠିତ ହେବ ବୋଲି ଏଥେନା ବୁକ୍ସ ତରଫରୁ ସୂଚନା ଦିଆଯାଇଛି।

ଏହି ଲୋକାର୍ପଣ ଉତ୍ସବରେ କବି ଲୋକମଣି ଓଝା, ମୁଖ୍ୟ ଅତିଥି ଭାବରେ ଔପନ୍ୟାସିକ ସୁନୀଲ ମିଶ୍ର , ମୁଖ୍ୟବକ୍ତା ଭାବରେ ଶୁଭେନ୍ଦ୍ର ପଟ୍ଟନାୟକ ଏବଂ ଦେବାଶିଷ ମହାପାତ୍ର ପୁସ୍ତକ ସମୀକ୍ଷକ ଭାବରେ ଯୋଗ ଦେବେ ବୋଲି ପ୍ରକାଶକ ରାଜ କିଶୋର ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.