Latest Odisha News

୪ ଦିନ ଭିତରେ ଅଟଳ ଟନେଲରେ ୩ ଦୁର୍ଘଟଣା

ମନାଲି: ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳରେ ବିଶ୍ୱର ଦୀର୍ଘତମ ରାଜପଥ ଟନେଲ ଅଟଳ ରୋହତଙ୍ଗ ଟନେଲର ଉଦଘାଟନ କରିଥିଲେ।

ହେଲେ ଉଦଘାଟନ ପରଠାରୁ ଏଠାରେ ପାଖାପାଖି ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏନେଇ ସିସିଟିଭି କ୍ୟାମେରାରେ ଭିଡିଓ କଏଦ ହୋଇଥିଲା।

ତେବେ ଟନେଲ ଭିତରେ ଥିବା ‘ଓଭରଟେକିଂ’ ନିୟମକୁ ଅଣଦେଖା ଏବଂ ଟନେଲ ଭିତରେ ରେସିଂ ଆଦି ଫଳରେ ଦୁର୍ଘଟଣା ହେଉଥିବା ସୂଚନା ମିଳିଛି। ଏହା ଛଡ଼ା ସୈାଭାଗ୍ୟ ବଶତଃ କୋୖଣସି ମୃତାହତ ଘଟିନାହିଁ।

Leave A Reply

Your email address will not be published.