ଭୁବନେଶ୍ୱର: କରୋନା ପଜିଟିଭ ଚିହ୍ନଟ ହେଲେ ଭୁବନେଶ୍ୱର ବିଏମସି କର୍ମଚାରୀ ।
ବିଏମସି ର ଇଂଜିନିଏରିଂ ବିଭାଗର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ନିର୍ବାହୀ ଯନ୍ତ୍ରୀ, ଜଣେ ସହକାରୀ ଯନ୍ତ୍ରୀ ଓ ଅନ୍ୟ ଜଣେ ଡ୍ରାଇଭର ଥିବା ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ବିଭାଗକୁ ସିଲ କରାଯିବା ସହ ବିଶୋଧନ କରାଯାଉଛି । ସମ୍ପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକଟଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରି ଜାଣିବାକୁ ଉଦ୍ୟମ ଜାରି ରଖାଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ବିଡିଏ କାର୍ଯ୍ୟାଳୟରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ସିଲ କରାଯାଇ ସାନିଟାଇଜ ଜରାଯାଇଥିବା ସୂଚନା ।
BREAKING NEWS
- ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଦ୍ଭ୍ୟୁଦୟ: ଇଏସଆଇରେ ମିଳିବ ଆୟୁଷ୍ମାନ ସୁବିଧା
- ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଅସୁସ୍ଥ
- ଐଶ୍ୱର୍ଯ୍ୟାଙ୍କ ନାମରୁ ହଟିଲା ‘ବଚ୍ଚନ’ ସାଙ୍ଗିଆ
- ପାକିସ୍ତାନରେ ହୋଇ ନ ପାରେ ଚାମ୍ପିୟନ୍ସ ଟ୍ରଫି
- ଆସିବ କି ପୁଷ୍ପା ୩! ବଡ଼ ଖୁଲାସା କଲେ ଅଭିନେତ୍ରୀ
- ନୂଆବର୍ଷ ଭେଟି, ଆକାଶମାର୍ଗରେ ନୂଆ ସ୍ଥାନକୁ ଯୋଡି ହେବ ଭୁବନେଶ୍ବର
- ଭୀମସାରରେ ନବଜାତକ ଚୋରି ଘଟଣା, ସୂଚନା ଦେଲେ ମିଳିବ ୫ ହଜାର
- ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ
- ଚଢାଉ ବେଳେ ଇଡି ଉପରେ ଆକ୍ରମଣ, ଅଧିକାରୀ ଆହତ
- ବିହାରର ଏହି ଗ୍ରାମରେ କେହି ଖାଆନ୍ତି ନାହିଁ ଆମିଷ
Comments are closed.