Latest Odisha News

BREAKING NEWS

ଜୈଶ ଏ ଅହମ୍ମଦର ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରେ ସୁରକ୍ଷାକର୍ମୀଙ୍କୁ ବୁଧବାର ବଡ ସଫଳତା ମିଳିଛି । ଜୈଶ ଏ ଅହମ୍ମଦର ୩ ଆତଙ୍କବାଦୀ ସରକ୍ଷାକର୍ମୀ ଗୁଳିରେ ନିହତ ହୋଇଛନ୍ତି । ଏମାନେ ଆଇଇଡି ଏକ୍ସପର୍ଟ ଥିଲେ । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀ ନିହତ ହେବା ପରେ ସେମାନଙ୍କ ନିକଟରୁ ବହୁତ ମାତ୍ରାରେ ବିସ୍ଫୋରକ ଜବତ କରାଯାଇଛି ।

ସେମାନଙ୍କ ନାମ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ରିପୋର୍ଟ ମୁତାବକ ଜଣେ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି । ପ୍ରାୟ ଏକ ସପ୍ତାହ ହେବ ଆତଙ୍କବାଦୀ ଅନୁୂପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସୁରକ୍ଷା କର୍ମୀ ସେମାନଙ୍କ ଉଦ୍ୟମ ବିଫଳ କରିଛନ୍ତି ।

Leave A Reply

Your email address will not be published.