Latest Odisha News

୩ ପୋଲିସ ବାବୁଙ୍କୁ ମିଳିଲା ବାଧ୍ୟତାମୂଳକ ଅବସର

କଟକ: କ୍ଷମତାର ଦୂରୁପଯୋଗ କରିବା ଅଭିଯୋଗରେ ଶୁକ୍ରବାର ଦିନ ୩ଜଣ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ସବ-ଇନ୍ସପେକ୍ଟର ବନମାଳୀ ନାୟକଙ୍କୁ ଆଜି ଖୋର୍ଦ୍ଧା ଏସପି ଅଜୟ ସ୍ୱାଇଁ ବାଧ୍ୟତାମୂଳକ ଅବସର ଦେବା ପରେପରେ ଆଉ ଦୁଇ ଜଣ ଅଫିସରଙ୍କୁ ଏହି ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହି ୨ ଜଣ ଅଫିସର ହେଲେ ସବ-ଇନ୍ସପେକ୍ଟର (ଏଏସଆଇଏସ୍) ବୀରବର ଲେଙ୍କା ଓ କିଶୋର ବାଗ ।

Comments are closed.