ଅଙ୍କରା: ସିରିୟା ଗୃହଯୁଦ୍ଧ ଶରଣାର୍ଥୀ ଶିଶୁ ଏଲନ କୁର୍ଦି ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟ ୧୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛି । ତୁର୍କୀ ସରକାର ଏହି ୩ ଅଭିଯୁକ୍ତଙ୍କୁ ମାନବ ଚୋରା ଚାଲାଣ ଘଟଣାରେ ଚଳିତ ସପ୍ତାହରେ ଗିରଫ କରିଥିଲା । ସେପ୍ଟମ୍ବର ୨୦୧୫ରେ ତୁର୍କୀର ବୋଡରମ ସମୁଦ୍ର କୂଳରେ ଗୋଟିଏ ନିରୀହ ଶିଶୁର ମୃତ ଶରୀର ମିଳିଥିଲା ।
ଏହି ଫଟୋ ପ୍ରକାଶ ପାଇବା ପରେ ସାରା ବିଶ୍ୱର ମାନବିକତା ମୂଲ୍ୟବୋଧ ରଖିଥିବା ବ୍ୟକ୍ତିଙ୍କ ଆଖିରେ ଲୁହ ଆସି ଯାଇଥିଲା । ସିରିୟା ଗୃହଯୁଦ୍ଧ ସମୟରେ ଅନ୍ୟ ଦେଶରେ ଶରଣ ନେବା ପାଇଁ ଅବଦୁଲ୍ଲା ତାଙ୍କ ପତ୍ନୀ ଓ ଶିଶୁକୁ ନେଇ କରି ଯାଉଥିବା ବେଳେ ଡଙ୍ଗାଟି ବୁଡି ଯାଇଥିଲା । ଏଥିରେ ମାଆ ଓ ଶିଶୁ (ଏଲନ କୁର୍ଦି) ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ଅବଶ୍ୟ ସାମୟିକ ଭାବେ ଶରଣାର୍ଥୀମାନଙ୍କ ପାଇଁ କିଛି ଦିନ ଅନ୍ୟ ଦେଶର ଦ୍ୱାର ଖୋଲିଥିଲା ମାତ୍ର ପରେ ଏହା ବନ୍ଦ ହୋଇ ଯାଇଥିଲା ।
BREAKING NEWS
- ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ…
- ସବ ଜୁନିୟର ଜାତୀୟ ରଗବୀ ସେଭେନ ଚାମ୍ପିୟନଶିପ: ବିହାର ଚାମ୍ପିୟନ, ଓଡିଶା ରନର୍ସଅପ
- DEO Arrest Warrant: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ
- ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍ଲାଇନ୍
- IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ
- ଡ୍ରପ ଆଉଟ ପିଲାଙ୍କ ଆଡମିସନ ଫି ଛାଡ କଲେ ସରକାର
- Road accident: ଖାଇକୁ ଖସିଲା ଜିପ୍;୩ମୃତ, ୧୭ ଆହତ
- ରେକର୍ଡ ଭାଙ୍ଗୁଛି ବର୍ଡର ୨; ଆଡଭାନ୍ସ ବୁକିଂରେ କଲା ଏତିକି ଆୟ…
- india post: ପୋଷ୍ଟ ଅଫିସ୍ ଏଫଡି ଯୋଜନାରେ ₹୧ ଲକ୍ଷ ଜମା କଲେ ମିଳିବ ଏତିକି ରିଟର୍ଣ୍ଣ
- Gold Rate: ଦେଢ଼ ଲକ୍ଷ ପାର୍ କଲା ସୁନା ଦର…ଜାଣନ୍ତୁ ଗତ ବଜେଟ୍ ପରଠାରୁ କେତେ ମହଙ୍ଗା ହୋଇଛି ହଳଦିଆ ଧାତୁ?
Comments are closed.