ରାଜ୍ୟରେ ମୁଖ କ୍ୟାନସର ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ମୁଖ କ୍ୟାନସର ନେଲାଣି ୩ ହଜାରରୁ ଅଧିକ ଜୀବନ । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି ।
୧୦ ବର୍ଷରେ ମୁଖ କ୍ୟାନସରରେ ୩ ହଜାର ୧୫୭ ଜଣଙ୍କ ଜୀବନ ଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଧୂମହୀନ ତମାଖୁ ପାଇଁ ସରକାର ନିଦେ୍ର୍ଦଶ ଦେଇଛନ୍ତି । ୨୧ ଜାନୁଆରୀ ନିଦେ୍ର୍ଦଶନାମା ପରେ ଚଢ଼ାଉ ଯୋରଦାର ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଥାଉକି, ରାଜ୍ୟରେ ବଢ଼ୁଛି ମୁଖଗହ୍ୱର କର୍କଟ ରୋଗ । ବିଶେଷକରି ଯୁବପିଢ଼ି ଏହି ରୋଗର ଆଁରେ ପଡ଼ିଛନ୍ତି । କମ୍ ବୟସରୁ ତମାଖୁ, ସିଗାରେଟ୍ ସେବନ ସହ ଅନିୟମିତ ଲାଇଫଷ୍ଟାଇଲ ମୁଖଗହ୍ୱର କର୍କଟ ବ୍ୟାପିବାର ମୁଖ୍ୟ କାରଣ । ଏଥିରୁ ଦୂରେଇ ରହିଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ନାହିଁ ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି ।
BREAKING NEWS
- US-Iran war talks: ଫେଲ୍ ଇରାନ ଏବଂ ଆମେରିକା ଆଲୋଚନା, କ’ଣ ଏବେ ଆଉ ଖୋଲିବନି ହରମୁଜ୍ ପ୍ରଣାଳୀ?
- ଚୀନକୁ ଟ୍ରମ୍ପଙ୍କ ଚେତାବନୀ: ଇରାନକୁ ଅସ୍ତ୍ର ପଠାଇଲେ ସୃଷ୍ଟି ହେବ ‘ବଡ଼ ସମସ୍ୟା’
- PM Modi Writes To All Parties: ସବୁଦଳର ସାଂସଦଙ୍କୁ କାହିଁକି ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦୀ?
- ଆମେରିକାର ଦାବିକୁ ପ୍ରତ୍ୟାଖ୍ୟାନ କଲା ଇରାନ, ଫେରିଗଲେ ଜେଡି ଭାନ୍ସ
- ଦେଶର ଦ୍ୱିତୀୟ “ବନ୍ଦେ ଭାରତ ସ୍ଲିପର” ଟ୍ରେନ ଘୋଷଣା!
- Weather Update: ରାଜ୍ୟରେ ଅସମ୍ଭାଳ ତାତି, ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ୧୪ ଘଣ୍ଟା ଚାଲିଲା ଆମେରିକା-ଇରାନ ମଧ୍ୟରେ ଆଲୋଚନା, ବାହାରିଲାନି ନିଷ୍କର୍ଷ
- Operation Nanhe Farishte:୧୨ ନାବାଳକ ରେଳ ଷ୍ଟେସନରୁ ଉଦ୍ଧାର… ମାଗଣା ମଦ୍ରାସା ଶିକ୍ଷା ନାଁରେ ଆସିଥିଲେ ଓଡ଼ିଶା
- Asha Bhosle Hospitalised:ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ;ହସ୍ପିଟାଲରେ ଭର୍ତ୍ତି…
- କୁକୁର କାମୁଡ଼ା ଗାଈର କ୍ଷୀର ପିଇ ଭୟଭୀତ ଲୋକେ;ଇଞ୍ଜେକ୍ସନ ପାଇଁ ଲମ୍ବା ଲାଇନ…
Comments are closed.