Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତି; ଗଞ୍ଜାମକୁ ସମସ୍ତ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲା ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ…

ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ, ଆସନ୍ତା ୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା ସମ୍ଭାବନା…

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହୋଇଛି ଲଘୁଚାପର ପ୍ରଭାବ । ତେଲେଙ୍ଗାନା ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଛି । ଆସନ୍ତା କାଲିଠୁ ଖସିବ ରାତି ତାପମାତ୍ରା ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର…

ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ ଖାଦ୍ୟରେ ବେଙ୍ଗ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଣ୍ଡିସ୍ ବ୍ୟାପିଥିବା ବେଳେ ଏବେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ ମିଳିଛି। ଏହି ଘଟଣାକୁ ନେଇ ବୁଧବାର ଦିନ ଉତ୍ତେଜନା ଦେଖାଦେଇଛି। ସୂତ୍ର ଅନୁଯାୟୀ, ୭ ନମ୍ବର ମହିଳା ହଷ୍ଟେଲରେ ଏହି ଘଟଣା ଘଟିଛି। ଛାତ୍ରୀମାନଙ୍କୁ ରାତ୍ରି…

ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ; ରାଜ୍ୟର ପ୍ରମୁଖ ସ୍ଥାନରେ ଲାଗିବ ପରିବେଶ ପ୍ରଦୂଷଣ ମନିଟରିଂ ସିଷ୍ଟମ୍

ଭୁବନେଶ୍ୱର: ରାଜ୍ୟରେ ବାୟୁ ପ୍ରଦୂଷଣ ଏବେ ଏକ ବଡ଼ ପରିବେଶଗତ ସମସ୍ୟା ଭାବେ ଉଭା ହୋଇଛି । ବିଶେଷକରି ଖଣି ଓ ଶିଳ୍ପାଞ୍ଚଳରେ ବାୟୁର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆଗାମୀ ଶୀତଋତୁର ୩ ମାସ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ସମୟରେ ବାୟୁମଣ୍ଡଳର ପରିବର୍ତ୍ତନ ଯୋଗୁଁ…

ସର୍ବଦା ସ୍ମରଣୀୟ ହୋଇ ରହିବେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡଃ ଅଶୋକ ମହାପାତ୍ର

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ପରିଚିତ ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର ଚିକିତ୍ସା ବିଜ୍ଞାନ ଓ ସ୍ୱାସ୍ଥ୍ୟସେବା ପ୍ରଶାସନ କ୍ଷେତ୍ରରେ ନିଜର ଅସାଧାରଣ ଅବଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ଜ୍ଞାନ, ଦକ୍ଷତା, ନିଷ୍ଠା ଓ ଦୂରଦୃଷ୍ଟି…

ଉତ୍କଳ ବିଶ୍ବବିଦ୍ୟାଳୟର ମିଡ୍-ସେମେଷ୍ଟର ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ଏହାର ମିଡ୍-ସେମେଷ୍ଟର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ବିଶ୍ୱବିଦ୍ୟାଳୟର ଛାତ୍ରାବାସଗୁଡ଼ିକରେ ହଠାତ୍ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେଠାରେ ରହୁଥିବା ଅନେକ ଛାତ୍ରୀଙ୍କ…

‘ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଭୟଭୀତ ନ ହୋଇ ସଚେତନ ରୁହନ୍ତୁ’

ଭୁବନେଶ୍ୱର: ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସୃଷ୍ଟି ହୋଇଥିବା ଗମ୍ଭୀର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଏକ ବୈଠକରେ ଆଗାମୀ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଏବଂ ସମ୍ଭାବ୍ୟ ଆଉ ଏକ ବାତ୍ୟା ପାଇଁ…

ଗଞ୍ଜେଇ ରୋଲ୍ ବିକ୍ରିର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜାଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଚିକେନ ରୋଲ୍ ବଦଳରେ ଗ୍ରାହକଙ୍କୁ ଗଞ୍ଜେଇ ରୋଲ୍ ଦିଆଯାଉଥିବା ଜଣାପଡିଛି । ଏହି ଘଟଣାରେ ଉକ୍ତ ଫାଷ୍ଟଫୁଡ ଦୋକାନୀକୁ ଗିରଫ କରିଛି ପୋଲିସ । ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଛକରେ ଫାଷ୍ଟ ଦୋକାନ କରି ବିକୁଥିଲା…

ବୈଧ ପ୍ରମାଣପତ୍ରର ଅଭାବ; ୨ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ, ଆହୁରି କଟିବ ଏତିକି ଗାଡ଼ିର…

ଭୁବନେଶ୍ବର: ମୋଟର ଯାନ ଆଇନ କଡ଼ାକଡ଼ି ଭାବେ ଲାଗୁ କରି ଦୁର୍ଘଟଣା ତଥା ଏଥି ଜନିତ ମୃତାହତ ସଂଖ୍ୟା ହ୍ରାସ କରିବା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ମୋଟା ଅଙ୍କର ଜୋରିମାନା ସହିତ ଚାଳକଙ୍କୁ ଗିରଫ ପାଇଁ ଅନେକ ବିଧିବ୍ୟବସ୍ଥା ରହିଛି । ବୈଧ ପ୍ରମାଣପତ୍ର ନଥିବାରୁ ଓଡ଼ିଶାରେ…

‘ମୁରାସୁ’ ଆତଙ୍କ; କନ୍ଧମାଳ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି

କନ୍ଧମାଳ: ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ମୁରାସୁ’ ସମୟ କ୍ରମରେ ଅଧିକ ସକ୍ରିୟ ହେବାରେ ଲାଗିଛି । ୨୫ କିମି ବେଗରେ ମାଡ଼ି ଚାଲିଛି ବାତ୍ୟା ‘ମୁରାସୁ’ । ସ୍ଥଳଭାଗ ଛୁଇଁଲା ‌ବେଳେ ବାତ୍ୟା ସମୟର ପବନର ବେଗ ଘଣ୍ଟାପ୍ରତି ୧୦୦ରୁ…