Latest Odisha News

BREAKING NEWS

Browsing Tag

Cancer

କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ୧୦୦୧.୧୪ କୋଟି ଟଙ୍କା, ୨ ବର୍ଷରେ ହେବ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍

ଭୁବନେଶ୍ୱର: କର୍କଟ ବା କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ କ୍ୟାବିନେଟ୍ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଛି । ୨ ବର୍ଷ ମଧ୍ୟରେ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼, ଭୀମସାର ବୁର୍ଲା, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୋରାପୁଟ, ଏମକେସିଜି…

ଜଟିଳ କର୍କଟ ରୋଗ ନିମନ୍ତେ ମହିଳାଙ୍କର ୧୧ ବର୍ଷରେ ୫ ଥର ଅସ୍ତ୍ରୋପଚାର

ଭୁବନେଶ୍ୱର: ଜଟିଳ କ୍ୟାନ୍ସର ରୋଗ “ରିଟ୍ରୋପେରିଟୋନିଆଲ୍ ଲିପୋସାର୍କୋମା” ରେ ପୀଡ଼ିତ ଥିବା ବୌଦ୍ଧ ଜିଲ୍ଲାର ଜଣେ ୩୮ ବର୍ଷୀୟ ମହିଳାଙ୍କର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ୫ମ ଥର ପାଇଁ ସମ୍‌ରେ ତାଙ୍କର ଏହି ସମସ୍ୟା…

କର୍କଟ ରୋଗର ମୁକାବିଲା ନିମନ୍ତେ ସୋଆରେ ନୂତନ ଡ୍ରଗ୍ ବିକାଶ ଦିଗରେ ଗବେଷଣା ଜାରି

ଭୁବନେଶ୍ୱର: କର୍କଟ ରୋଗର ମୁକାବିଲା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଗବେଷକମାନେ ନୂତନ ଡ୍ରଗ୍ ଓ ଡାଏଗ୍ନୋଷ୍ଟିକ୍ ଟେକ୍ନିକ୍‌ସର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଏହି ଗବେଷଣା କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ…

ଏମ୍‌ସ ଭୁବନେଶ୍ୱରରେ ବିରଳ ଗଳା କର୍କଟ ରୋଗର ଅଭିନବ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ବିକିରଣ (ରେଡିଏସନ୍‌) ଏବଂ କେମୋ ପ୍ରତିରୋଧୀ ବିରଳ ଗଳା କର୍କଟ (ଆଡେନଏଡ୍‌ ସିଷ୍ଟିକ୍ କାର୍ସିନୋମା) ଭଳି କୌଣସି ବିକଳ୍ପ ଚିକିତ୍ସା ପ୍ରକ୍ରିୟା ନଥିବା ପ୍ରାଣଘାତୀ ରୋଗରୁ ଜଣେ ଯୁବତୀଙ୍କୁ ରକ୍ଷା କରିବାକୁ ଯାଇ ଏମ୍‌ସ ଭୁବନେଶ୍ୱରର ଯୁବ ଡାକ୍ତର ଗୋଷ୍ଠୀଙ୍କ ଦ୍ବାରା ଅଭିନବ…

ସଠିକ ସମୟରେ ଚିହ୍ନଟ ଓ ଚିକିତ୍ସା କରାଗଲେ ଶିଶୁମାନଙ୍କ କ୍ୟାନସର ଭଲ ହେବ: ବିଶେଷଜ୍ଞ

ଭୁବନେଶ୍ୱର: ଆଗୁଆ ରୋଗର ଚିହ୍ନଟ ହୋଇପାରିଲେ କ୍ୟାନ୍ସରରେ ଆକ୍ରାନ୍ତ ଶିଶୁମାନଙ୍କର ସଫଳତାର ସହ ଚିକିତ୍ସା କରାଯାଇ ପାରିବ ବୋଲି ବୁଧବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ପେଡିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ୟୁନିଟର ମୁଖ୍ୟ ପ୍ରଫେସର ଡାକ୍ତର…

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ…

ସାନିଟାରୀ ପ୍ୟାଡ ବ୍ୟବହାର କଲେ ହୋଇପାରେ କ୍ୟାନ୍ସର ; ନୂଆ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଆପଣ ମାନେ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାନିଟାରୀ ପ୍ୟାଡ ବ୍ୟବହାର କରିବା ଦ୍ବାରା ହୋଇପାରେ କର୍କଟ ରୋଗ । ଏମିତିକି ବନ୍ଧ୍ୟାକରଣ ସମସ୍ୟା ମଧ୍ୟ ଦେଖା ଦେଇପାରେ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି  । ପ୍ରତ୍ୟେକ…

ଦୈନିକ ୧୦ ହଜାର ଷ୍ଟେପ ଚାଲନ୍ତୁ, କ୍ୟାନସର ଭଳି ମାରାତ୍ମକ ରୋଗ ଭୟରୁ ନିର୍ଭୟ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିନକୁ ୩୦ମିନିଟ୍ ଚାଲିବା, ଯୋଗ ଓ ଜିମ୍ ଯିବା ସହ ସମାନ। କିନ୍ତୁ ଆପଣ ଜାଣନ୍ତିକି ପ୍ରତିଦିନ ଚାଲିବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ। ସିଡନୀ ୟୁନିଭରସିଟି ଏବଂ ଅଷ୍ଟ୍ରେଲିଆର ସାଉଥ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଦୈନିକ…

ଚିକିତ୍ସା ବିଜ୍ଞାନର ବଡ଼ ସଫଳତା, ଔଷଧ ଖାଇ କ୍ୟାନସର ମୁକ୍ତ ହେଲା ମଣିଷ !

ନୂଆଦିଲ୍ଲୀ: କର୍କଟ ରୋଗ ବା କ୍ୟାନସର ଏକ ଏମିତି ରୋଗ ଯାହା ନାଁ ଶୁଣିଲେ ପ୍ରାୟତଃ ଅଧିକାଂଶଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ। ଯେଉଁ ଆକ୍ରାନ୍ତ ବ୍ୟୟବହୁଳ ଚିକିତ୍ସା ନେଇଥିବେ ତାହାଲେ ହୁଏତ ସିଏ ଆଉ କିଛି ଦିନ ଅଧିକ ବଞ୍ଚିଯିବାର ସମ୍ବାବନା ଥାଏ। ତେଣୁ ଏହି ରୋଗକୁ ମାରାତ୍ମକ…

ପେଟ ଭିତର ତ୍ୱଚାରୁ ତିଆରି ହେଲା ନୂଆ ଜିଭ, ୮ ଘଣ୍ଟାର ସର୍ଜରୀ ପରେ କର୍କଟ ଆକ୍ରାନ୍ତ ପାଇଲେ ନୂଆ ଜୀବନ

ବେଙ୍ଗଳୁରୁ: ବେଙ୍ଗଳୁରୁରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି ୫୩ ବର୍ଷୀୟ ରାଜେଶ । ସେ କେବେ ମାଦକ ଦ୍ରବ୍ୟ କିମ୍ବ ଗୁଟଖା ସେବନ କରନ୍ତି ନାହିଁ । ତଥାପି ତାଙ୍କ ଜିଭରେ ଏକ ଘା’ ହୋଇ ଯାଇଥିଲା । ସେ ଜିଭରେ ହୋଇଥିବା ଘା’କୁ ଠିକ୍ କରିବାକୁ ଚିକିତ୍ସା ତ କରାଇଲେ, କିନ୍ତୁ ତାହା ଠିକ୍…