Latest Odisha News

BREAKING NEWS

ଓଡ଼ିଶାରୁ ନୂଆ ୩୯୩ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ…

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ୩୯୩ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହା ଫଳରେ ମୋଟ୍ ସଂଖ୍ୟା ରବିବାର ଦିନ ୩ ଲକ୍ଷ ୨୩ ହଜାର ୭୫୭ରେ ପହଞ୍ଚିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କ୍ବାରେଣ୍ଟାଇନରୁ ୨୨୮ ଓ ୧୬୫ଟି ଲୋକାଲ୍ କେସ୍ ଚିହ୍ନଟ ହୋଇଛି।

ତନ୍ମଧ୍ୟରେ ଅନୁଗୁଳରେ ସର୍ବାଧିକ ୪୭ଟି ମାମଲା ରେକର୍ଡ ହୋଇଥିଲା ବେଳେ ତା’ ତଳକୁ ସୁନ୍ଦରଗଡ଼ ରହିଛି।

 

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଓଡିଶାରେ ୩୨୧୪ଟି ସକ୍ରିୟ ମାମଲା ରହିଛି, ଏହାଛଡା ୩ ଲକ୍ଷ ୧୮ ହଜାର ୬୮୩ ଜଣ ସୁସ୍ଥ ହୋଇଛନ୍ତି।

Comments are closed.