Latest Odisha News

BREAKING NEWS

ଷ୍ଟେସନ ପରିସରରୁ ୪ଫୁଟର ନାଗ ସାପ ଉଦ୍ଧାର

ନୂଆଦିଲ୍ଲୀ: ଫଣା ଟେକି ଫଁ କରୁଥିବା ଏହି ନାଗ ସାପକୁ ଦେଖନ୍ତୁ । କିଙ୍ଗ କୋବ୍ରା । କଳା ରଙ୍ଗର ନାଗ ସାପ । ସ୍ନେକ ହେଲପ ଲାଇନ ସଦସ୍ୟ ଉଦ୍ଧାର କରିଛନ୍ତି । ଦିଲ୍ଲୀ ସାକେତ୍ ମେଟ୍ରୋ ଷ୍ଟେସନ ପରିସରରୁ ଏହି ନାଗ ସାପକୁ ଉଦ୍ଧାର କରାଯାଇଛି ।

ଏହି ନାଗ ସାପର ଲମ୍ବା ପାଖାପାଖି ୪ ଫୁଟ ହେବ । ଦିଲ୍ଲୀ ସାକେତ ମେଟ୍ରୋ ଡିପୋର ଏକ ଗେଟ୍ ପାଖରେ ସାପଟିକୁ ଦେଖିଥିଲେ କିଛି କର୍ମଚାରୀ । ସ୍ନେକ୍ ହେଲପ ଲାଇନ୍ ସଦସ୍ୟଙ୍କୁ ଜଣାଇଥିଲେ ।

ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ସୁରକ୍ଷିତ ସ୍ଥାନରେ ଛାଡ଼ିଥିଲେ ।

Leave A Reply

Your email address will not be published.